Friday, March 11, 2016

ଯେଉଁମାନେ ଗଢ଼ିବେ ପୋଲ

ଯେଉଁମାନେ ଗଢ଼ିବେ
ପୋଲ ସେ
ଅନିବାର୍ୟତ:
ରହିଯିବେ ପଛେ

ସେନା ହୋଇ ଯିବ ପାର
ମରି ଯିବେ ରାଵଣ
ଜୟୀ ହେବେ ରାମ ,

ଯିଏ ନିର୍ମାତା ହେଲେ
ଇତିହାସ ରେ ଜାଣ
ମର୍କଟ ବୋଲାଇବେ ଶେଷେ

ମୂଳରଚନା - ଅଜ୍ଞେୟ [ହିନ୍ଦୀ]

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...