ଜଣେ ଅତି Active କିନ୍ତୁ ସଂସ୍କାରୀ facebookian ର ନିଜର ବି ଗୋଟାଏ ପରିଵାର ଥାଏ ! କାଳ୍ପନିକ ହେଉ ପଚ୍ଛେ ସେ ମଧ୍ୟ ଫେସବୁକ ରେ କାହାକୁ ମାଆ କହେ ଅଥବା ମାତା ଭାବିଥାଏ ,କେହି ଛୋଟ ଭାଇ ଭଉଣୀ ଥାଅନ୍ତି ବଡ଼ ଭାଈ ଥାଉନ୍ତି ! କାହାକୁ ପିତା ସମାନ ସମ୍ମାନ ଦିଏ ! କହିବାର ତାତ୍ପର୍ଯ୍ୟ ଏହିକି ଯେ ସେ ପ୍ରକୃତ ଜୀବନ ଠାରୁ ଅଲଗା ଏକ ଜୀବନ Social networking site ରେ ଜିଁଏ ।ତେବେ ଚିନ୍ତା କରନ୍ତୁ ଯଦି ସେହି Facebookians ର ବାସ୍ତବ ଦୁନିଆ ରେ ବିବାହ ହେଲା ତାହାଲେ ??..ପତ୍ନୀ ତ ଅସଲ ପରିଵାର ବିଷୟ ରେ ଜାଣିଛି ..ଏଠି[FB] କାହାକୁ ଚିହ୍ନିବ ??ତେବେ ନୁଆ ନୁଆ ବିବାହ କରିଥିବା FacebnkianS ଜଣକ ସମ୍ଭବତଃ ଏଇମିତି ନିଜ ସୋଶିଆଲ ନେଟଵର୍କିଗଂ ସାଇଟ ର ବନ୍ଧୁବାନ୍ଧବ ଙ୍କ ସହିତ ନିଜ ପତ୍ନୀ ର ପରିଚୟ କରାଇବ !!!
1. ଦେଖ ଇଏ ମୋ ଫେସବୁକିଆନ ମାଆ ! ତାଙ୍କ ଫୋଟୋ ଲାଇକ କର ଏବଂ ଆଶିର୍ବାଦ ନେଇ ନିଅ....ସୁସ ବୋହୁ ର ସମ୍ପର୍କ ତ ଝଗଡ଼ା ନିଶ୍ଚୟଁ ହେବ । ମାଆ ସହିତ କଳି କଲେ Inbox ରେ ଲଢ଼ିବ । Coment box ରେ ଲଢ଼ୀ ଅଯଥା ରେ ତାମଶା କରିବନି । 2. ଇଏ ତୁମର ନଣନ୍ଦ .....ମାନେ ଫେସବୁକ ରେ ଭଉଣୀ କରିଛି ... ଦିନଯାକ ଇଆଡେ ସିଏଡ଼େ ଧାଁ ବୁଲ କରେ ..ଆ ର ରିପୋର୍ଟିଗ ଓ ଟିଵୀ ଆଜତକ ଠାରୁ ବି ଖିପ୍ରତର ..ତୁମକୁ ସାରା ସଂସାର ର ଖବର ମିନିଟି କେ କହିଦେବ ଜଣେଇଦେବ ..କିଏ କାହାର ସ୍କ୍ରୀନଶଟ ପ୍ରକାଶିତ କଲା ..କିଏ କାହାକୁ ଗାଳୀ ଦେଲା..କିଏ କା ଚକ୍କର ରେ ପଡ଼ିଛି ତା ପଛରେ ବୁଲାକୁକୁର ଭଳି ଲାଗିଛି ..ଦିନଯାକ ଏ ସବୁ ରେ ଧନ୍ଦି ହେଉଥାଏ । ତା ସହିତ ତୁମର ସମୟ ଭଲ କଟିବ..ଆଉ କିଛି ଅଯଣା ନଣନ୍ଦ ଙ୍କ ଠାରୁ ଟିକେ ଦୂରେଇ ରହିବ ସେମାନେ ଦିଅର ବି ହୋଇପାରନ୍ତି ।
3. ଆଉ ଏ ହେଉଛନ୍ତି ଆମ ବଡ଼ ଭାଇ .... ହଁ ଏଇ ଯୋଉ ମେହଁଦୀ ଲଗା DP ଲଗେଇଛନ୍ତି ସେଇ .... ଯେତେବେଳେ ମୁଁ Online ରେ ନଥିବି କିଏ ଯଦି ତୁମ ସହିତ ଅଭଦ୍ରାମି କଲା ଇଏ ତୁମକୁ ତା ଠାରୁ ସଂରକ୍ଷଣ ଦେବେ ... କୌଣସୀ ବି ଆପାତକାଳୀନ ସ୍ଥିତି ରେ ମୋ ଅନୁପସ୍ଥିତି ରେ ଏହାଙ୍କୁ ଖୋଜିବ...ବଡ଼ ଭାଇ ଥିବାଯାଏଁ କା ର ସାହସ ହେବ ତୁମକୁ ଫାଲତୁ କଥା କହିଦେବ !4. ଇଏ ଆମର ଫେସବୁକିଆନ୍ ଦୀଦୀ ..ଜଗତ ଜାକର ଦୀଦୀ..ସମସ୍ତେ ତାଙ୍କର ସମ୍ମାନ କରନ୍ତି ..ମହିଳା ଶସକ୍ତୀକରଣ ଉପରେ ବହୁତ ଜୋର ଦିଅନ୍ତି..କାମ କଥା ସବୁ ଛାଡ଼ି ବାକି ଦୁନିଆ ଜାକର କଥା ତାଙ୍କ WALL ରେ ସବୁବେଳେ ମହିଳା ମାନେ କରିଥାଅନ୍ତି..ବାସ ଏତିକି ଜାଣିନିଆ ଯେ ତୁମର ଫେସବୁକିଆନ୍ କିଟୀ ପାର୍ଟୀ ଏହି ଠାରେ ହେବ ..ତତ୍କାଳ ମିଶ !!5ଆଉ ଏମାନଙ୍କୁ ଦେଖ ...ଏଇ ଯୋଉ ମାଙ୍କଡ଼ ଛୁଆ ଭଳି ଡିଆଁକୁଦା ମାରିଲା ଭଳିଆ ତୁମ ଫୋଟୋ LIKE କରୁଛନ୍ତି ନା..ଦେଖୀ ଦେଖୀ ଖୁଶୀ ହେଉ ଛନ୍ତି..ଏମାନେ ସବୁ ତୁମ ଦିଅର..ଏମାଙ୍କ ସହିତ କେବଳ Coment box ରେ କଥା ହେବ ବାତ ..Inbox ରେ ଏମାନେ ଦ୍ଵିଅର୍ଥୀ କଥାବାର୍ତା କରିବେ ତୁମକୁ ଚିଡ଼େଇବେ ..ତୁମେ ବୁଝି ବି ପାରିବନୀ ସେ କଣ କହୁଛନ୍ତି ଆଉ ଏମାନେ ମଜା ନେବେ ! ..ଅକାଳପୁଷ୍ପାଣ୍ଡ ଗୁଡାକ !!
6. 6. ଏଇ ଯୋଉ ଦେଖୁଛ ବଯସ୍କ ବ୍ଯକ୍ତି..ଏହାଙ୍କୁ ପିତା ସମାନ ଇଜ୍ତ କରେ..ଜବେଠୁଁ ମୋର ଗୋଟିଏ ଦୁଇଟା ପୋସ୍ଟ ଶେୟର କର କରିଦେଇଥିଲେ.. ଇଏ ବହୁତ ବଡ଼ଫେସବୁକୀଯାନ୍ ଟି ..ଅଧିକ ୂମ କରନା ଏହାଙ୍କ pic. .ହଁ ଠିକ ଭାବୁଛ ତାଙ୍କ ବାଳ ଡାଈ କରିଛନ୍ତି ତ.... ଫୋଟୋ ଟା Like କରିଦିଆ ବାସ..ଇଏ ଅତ୍ଯଧିକ ଜ୍ଞାନବର୍ଧକ ପୋସ୍ଟ ଲେଖନ୍ତି ..ତୁମକୁ ବି ଆଶୀର୍ବାଦ ଦେବେ ..Share କୁରୁ ଅଥବା coment କୁରୁ.."ସଦା ଅନଲାଇନମ୍ ଭବଃ " !!
Note:- ଲେଖା ଟି ଏକ ହିନ୍ଦୀ ଲେଖା ର ଓଡ଼ିଆ ଭାବାନୁବାଦ ! ଲେଖା ଟି ର ପ୍ରକୃତ ଲେଖକ ଜଣାନାହିଁ ତେବେ ଏହାକୁ ମୋର निखिल यादव ନାମକ ଜଣେ ହିନ୍ଦୀ ଭାଷି ମିତ୍ର ସେୟର କରିଥିଲେ !!!
Subscribe to:
Post Comments (Atom)
Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ
ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...
-
ଵିଶ୍ଵରେ ଵର୍ତ୍ତମାନ ଭୀଷଣ କରୋନା ଵିପତ୍ତି ପଡି଼ଛି କିନ୍ତୁ ଏହା ମଧ୍ଯରେ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ଆଉଥରେ ଆଲୋଚନା ପର୍ଯ୍ୟ...
-
ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍...
-
ବିଶେଷ୍ୟ, ବିଶେଷଣ ଓ ସର୍ବନାମ ଶବ୍ଦ ମାନଙ୍କ ପରେ ବିଶେଷ ବିଶେଷ ଅର୍ଥରେ ଯେଉଁ ପ୍ରତ୍ୟୟମାନ ଯୋଗକରାଯାଇ ନୂତନ ଶବ୍ଦ ଗଠିତ ହୁଏ ସେଭଳି ବ୍ୟାକରଣଗତ ନିୟମକୁ ତଦ୍ଧିତ କୁ...
No comments:
Post a Comment