Thursday, June 3, 2021

💊💊💊💊💊💊💊ଓଷ💊💊💊💊💊💊💊💊

କଵି ‘ଅନଙ୍ଗ’ଙ୍କ ଜୀଵନର ଶେଷ କ୍ଷଣ ଆସି ଯାଇ ଥାଏ।
ଚିକିତ୍ସକ କହିଦେଇଥାନ୍ତି ୟେ ବଡ଼ ହେଲେ ଘଣ୍ଟେ କି ଦି ଘଣ୍ଟା ବଞ୍ଚିପାରିବେ । କଵି ଅନଙ୍ଗଙ୍କ ପତ୍ନୀ କହିଲେ “କୌଣସି ଓଷ ଥିଲେ ଦିଅନ୍ତୁ ଯେମିତି ଇଏ ଆମର ପାଞ୍ଚ ଛଅ ଘଣ୍ଟା ବଞ୍ଚିଯିବେ । ସନ୍ଧ୍ୟା ସମୟର ଗାଡ଼ିରେ ପୁଅ ଆସୁଛି ଗଲାବେଳେ ତାକୁ ଟିକେ ଦେଖି ଯାଆନ୍ତେ  ।”

ଚିକିତ୍ସକ ନାସ୍ତିଵାଣୀ ଶୁଣେଇ କହିଲେ କୌଣସି ବି ଔଷଧ ୟାଙ୍କୁ  ଘଣ୍ଟାଏରୁ ଅଧିକକାଳ ବଞ୍ଚେଇ ନପାରେ ।

ସେହି ସମୟରେ କଵି ଅନଙ୍ଗଙ୍କର ଜଣେ ସାଙ୍ଗ ସେଠାକୁ ଆସି ପହଞ୍ଚିଲେ । ସେ ବୋଇଲେ ‘‘ କିସ୍ କହୁଚ ହେ ମୁଁ ଆଙ୍କତିକି ଘଣ୍ଟାଏ କିୟଣ ଵା ପାଞ୍ଚ ଛଅ ଘଣ୍ଟା ବଞ୍ଚେଇ ଦେଇ ପାରେ ହେ”

ଚିକିତ୍ସକ ଜଣକ ସମାନ୍ୟ ହସି କହିଲେ ‘‘ଖୋ ରେ ! ଏଟା ଯହ ଅସମ୍ଭଵ କଥା ।’
ସେଇଠୁ କଵିଙ୍କ ମିତ୍ର କହିଲେ “ହଉ ଵା ମେତେ ଚେଷ୍ଟା କରିଵାକୁ ତ ଦିଅନ୍ତୁ  ତେମେ ଆପଣେ ସମିତେ ଦୟାକରି ବାହରକୁ ଚାଲିଯାଆନ୍ତୁ।’’

ସମସ୍ତେ ବାହରକୁ ଚାଲିଗଲେ । ବନ୍ଧୁଜଣକ କଵି ଅନଙ୍ଗଙ୍କ ପାଖରେ ବସିଗଲେ ଆଉ ତାଙ୍କୁ ବୋଇଲେ
‘‘ବନ୍ଧୁଵର,ଏବେ ତ ଆପଣ ସବୁଦିନ ପାଇଁ ଆମକୁ ଛାଡ଼ି ଚାଲିଯିବେ । ଏହି ସୁଲଲିତ କଣ୍ଠରୁ ଆଉ କିଵା ମଧୁର ପଦ୍ୟ ଶୁଣିଵାକୁ ମିଳିଵ । ହେଉ ଵା ଯିଵା ଆଘରୁ ପଦେ ଅଧେ କିଛି ଶୁଣେଇ ଯାଆନ୍ତୁ ତ ।’’

ଏହା ଶୁଣିଲା କ୍ଷଣି କଵି ଅନଙ୍ଗ ମରଣଶଯ୍ୟାରୁ ଉଠି କରି ବସିଗଲେ ଆଉ ଥରିଲା କଣ୍ଠରେ କହିଲେ, ‘‘ଇଚ୍ଛା ତ ନାହିଁ କିନ୍ତୁ ଆପଣଙ୍କ ଅନୁରୋଧକୁ ଟାଳି ବି ପାରିବିନି ! ହେଉ ଆଲମାରୀରେ ଥିଵା ସେଇ ପାଣ୍ଡୁଲିପିଟି ଆଣନ୍ତୁ ତ”

ବନ୍ଧୁଜଣକ ପାଣ୍ଡୁଲିପିଟି ଆଣି କଵି ଅନଙ୍ଗଙ୍କୁ ଦେଇ ଦେଲେ ଏଵଂ କଵି ତାହା ପାଠ କରିଵାକୁ ଲାଗିଲେ । ଘଣ୍ଟା ପରେ ଘଣ୍ଟା ବିତିଗଲା । ସନ୍ଧ୍ୟା ବେଳର ଗାଡି଼ରେ କଵିଙ୍କ ପୁଅ ବି ଆସିଯାଇଥାଏ ।  ସେ ଘର ଭିତରେ ପଶିଲା କ୍ଷଣି ଦେଖିଲା ତାଙ୍କ ପିତା କଵିତା ପାଠରେ ନିମଗ୍ନ ଏଵଂ ତାଙ୍କର ବନ୍ଧୁ ମରି ପଡିଛନ୍ତି !!! 🤣🤣🤣

ଵ୍ୟଙ୍ଗସମ୍ରାଟ ହରିଶଙ୍କର ପରସାଈଙ୍କ ଵ୍ୟଙ୍ଗକଥା  “ଦୱା” ର ଓଡ଼ିଆ ଭାଵାନୁଵାଦ । ମୂଳ ରଚନାଟି ନିମ୍ନରେ ପ୍ରଦତ୍ତ ହେଲା...

💊💊💊💊💊💊💊💊💊💊💊💊💊💊💊💊💊
💊💊💊💊💊दवा—हरिशंकर परसाई💊💊💊💊💊
💊💊💊💊💊💊💊💊💊💊💊💊💊💊💊💊💊

कवि ‘अनंग’ जी का अन्तिम क्षण आ पहुंचा था।
डाक्टरों ने कह दिया कि यह अधिक से अधिक घंटे भर के मेहमान हैं। अनंग जी पत्नि ने कहा कि कुछ ऐसी दवा दे दें जिससे पांच छः घण्टे जीवित रह सकें
ताकि शाम की गाड़ी से आने वाले बेटे से मिल लें। डाक्टरों ने कहा कि कोई भी दवा इन्हे घण्टे भर से अधिक जीवित नहीं रख सकती।
इसी समय अनंग जी के मित्र आए। वे बोले ‘‘मैं इन्हे मजे से कई घण्टे जीवित रख सकता हूं।’’
डाक्टरों ने हंस कर कहा ‘‘यह असंभव है।’’
मित्र ने कहा ‘‘खैर मुझे कोशिश तो कर लेने दीजिए । आप सब लोग बाहर हो जाइये।’’
सब बाहर चले गए। मित्र अनंग जी के पास बैठे और बोले ‘‘अनंग जी, अब तो आप सदा के लिए चले। यह सुललित कण्ठ अब कहां सुनने को मिलेगा। जाते जाते कुछ सुना जाइये।’’
यह सुनते ही अनंग जी उठ कर बैठ गए और बोले, ‘‘मन तो नहीं है पर आपकी प्रार्थना टाली भी नहीं जा सकती। अच्छा अलमारी में से कापी निकालिये न’’।

मित्र ने कापी उठा कर हाथ में दे दी और अनंग जी कविता पाठ करने लगे। घण्टे पर घण्टे बीतते गए। शाम को गाड़ी आ गयी और लड़का भी आ गया। उसने कमरे में घुसते ही देखा कि पिता जी कविता पढ़ रहे हैं और उनके मित्र मरे पड़े हैं।

©ଵ୍ୟଙ୍ଗ୍ୟସମ୍ରାଟ  ହରିଶଙ୍କର ପରସାଈ

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...