Sunday, February 5, 2023

ଶ୍ଳୋକ ସଂଗ୍ରହ :

“ଵସନ୍ତେ ଜ୍ଞାୟତେ ଭେଦଃ
କାକସ୍ୟ ଚ ପିକସ୍ୟ ଚ ।
ସତଶ୍ଚା ଵ୍ୟସତୋ ଭେଦଃ
ସମୟେ ଏଵ ଜ୍ଞାୟତେ ॥”

“କାଉ ଓ କୋଇଲି ଭିତରେ ଯାହା ପାର୍ଥକ୍ୟ, ଵସନ୍ତ ଋତୁ
ଆଗମନରେ ତାହା ସ୍ପଷ୍ଟ ହୋଇଯାଏ । 

ସେହପରି ସଜ୍ଜନ ଓ
ଦୁର୍ଜନ ଭିତରେ ଥିଵା ପାର୍ଥକ୍ୟ ଜରୁରୀ କାଳରେ ଜଣା ପଡି଼ଯାଏ ।”

“କାଉ କୋଇଲିଙ୍କ ମଧ୍ୟେ ଥିଵା ଭେଦ ବସନ୍ତରେ ଜଣାପଡ଼େ 
ଖଳ ଓ ସାଧୁ ଲୋକ ସେହିପରି ଵିପତ୍କାଳେ ଚିହ୍ନାପଡ଼େ”

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...