ଖଟଣୀ—ସେଵା
ଖୁରିଅର୍ଦ୍ଧ—ମୁହୂର୍ତ୍ତମାତ୍ର
ଗର—ଵିଷ
ନର୍ମ—ପରିହାସ
ଚିକୁର—କେଶ
ଚେଳ—ଵସ୍ତ୍ର
ଟିକାୟିତ—ସମ୍ଭ୍ରାନ୍ତ
ଚିଲ୍ଲୀ—ଭ୍ରୂଲତା
ଶୋଭାଧର—ରକ୍ତବର୍ଣ୍ଣ ଓଷ୍ଠ
ଅସିତ—କୃଷ୍ଣ
ଅଳି—ଭ୍ରମର
ଅଳି—ପ୍ରାର୍ଥନା
ଅଳୀକ—ମିଛ
ଦୁର୍ଦ୍ଧର—କର୍କଶ
ଧାରାଧରନୀଳଚେଳ—ମେଘପରି କୃଷ୍ଣଵସ୍ତ୍ର
ଵାଲିଶ—ତକିଆ
ମୁଦିର—ବର୍ଷାକାଳ
ଶାତ—ସୁଖ
ଶର୍ମ—ସୁଖ
କ୍ଷମାମୟୂଖ—ଚନ୍ଦ୍ର
କମ୍ୱୁମଧ୍ୟପୁରୀ—ଶଙ୍ଖକ୍ଷେତ୍ର
ପାରୀନ୍ଦ୍ର—ସିଂହ
ଖମଣିମଣ୍ଡଳ—ସୂର୍ଯ୍ୟମଣ୍ଡଳ
କ୍ଷୀଣଜନ—ତପସ୍ୱୀ
କରପତ୍ର —କରତ
ଉପଦାପ—ଅମଙ୍ଗଳ
କରଜ—ନଖ
ଅକ୍ଷଖେଳ—ପଶାଖେଳ
ନାଗାରି—ଗରୁଡ଼
ଚିରାଳ—ପତାକା
ଛଦନଶାଳା—ପତ୍ରକୁଡ଼ିଆ
ମାର୍ଗଣ—ଵାଣ
ଜମ୍ବାଳ—ପଙ୍କ
ଝଷ—ମାଛ
ନିରୟ—ନରକ
ପ୍ରସୂନ—ଫୁଲ
ପୀନ—ସ୍ଥୂଳ,ମୋଟା
ଵାହୁବୃନ୍ଦାରକମହୀରୁହ—ଵାହୁରୂପ ସୁବୃହତ୍ ବୃକ୍ଷ,
ଅନାତପ—ଛାୟା
ଟାଳିଦେଵା—ଦୂର କରିଦେଵା,ଏଡ଼ି ଦେଵା
ଟମକ—ନାଗରାଵାଦ୍ୟ
ପିଷ୍ଟପ—ଜଗତ
ଠଣା—ସ୍ଥାନ
ବରାଟକୀ—କଉଡ଼ି
ଢାଳେ—ଥରେ
ତାପାର୍ତ୍ତି—ଦୁଃଖକର
ଥାପି—ଶାନ୍ତି
ଦନ୍ଦଶୂକଦଷ୍ଟହୃଦନ୍ତର
ଲୋକ—ଯେଉଁ ଲୋକର ହୃଦୟରେ ସର୍ପ ଦଂଶନ କରିଛି
ଜାଙ୍ଗଳିକପୁରନ୍ଦର—ଶ୍ରେଷ୍ଠ ଗୁଣିଆ
ଅଶ୍ଲେଷ—ଆଲିଙ୍ଗନ
ଦ୍ରଵିଣବନ୍ତ—ଧନଵନ୍ତ
ଧଡ଼ିଶେଷୁଁ—କାନିପଣତରୁ
ଭୂସୁର—ବ୍ରାହ୍ମଣ
ପ୍ରପନ୍ନ—ଶରଣାଗତ
ଫନ୍ଦାଇଵା—ଯୋଡ଼ିଦେଵା,ଯୁକ୍ତ କରିଵା
ମନ୍ତୁମନ୍ତ—ପାପୀ
ଯବିଷ୍ଠ — ସବାସାନ
ଲଗଡ଼—ସୁନ୍ଦର
ଲାଟସାର—ଉତ୍କୃଷ୍ଟ,ପିନ୍ଧାଲୁଗା
ଷଡ଼ଙ୍ଘ୍ରୀ—ଭ୍ରମର
ଷଡ଼ାହିତନିରସନଶାଳୀ — କାମ କ୍ରୋଧାଦି ଷଡ଼୍ରିପୁଙ୍କୁ ଯେ ନିରାକରଣ କରିପାରନ୍ତି
କଞ୍ଜ—ପଦ୍ମ
କିଞ୍ଜଳ୍କ—କେଶର
ତୁରୀୟ ଭାଗ—୪ର୍ଥ ଭାଗ
ଡାକି—ଡମରୁ
ଢଵା—ଆଟୁଘର
ତନାଵି—ଝରକା
ଧକ—ଭୟ
ବରାରୁହା—ଶ୍ରେଷ୍ଠା ନାୟିକା
ଆଲବେଲିଆ — ଇତସ୍ତତଃ
ବିକ୍ଷିପ୍ତ
ବୀଟିକା—ଖିଲିପାନ
ବଳକ୍ଷ—ଧଳା
ଶାମ୍ୱରୀ—ମାୟାକ୍
କ୍ଷୀଵ—ମତ୍ତ
ସୂନ—ଫୁଲ
ଲୁଳି—ଝାଉଁଳି
ଘୃତାଚୀ—ଅପ୍ସରା
ଅପସର—ତକିଆ
ଛପିଵା—ବୁଡ଼ିଯିଵା
ସୁସାର—ଶୋଭା
ଜୁରାଇଵା—ଲୁଟି କରାଇଵା
ଗୋପୁର—ଦ୍ଵାର
ତରସ—ମାଂସ
କଙ୍କପତ୍ର—ଶର
ରାକା—ପୂର୍ଣ୍ଣିମା
ଵିପଞ୍ଚୀ—ଵୀଣା
ଚଷକ—ପାନପାତ୍ର,ଗିଲାସ
ମରବି—ବନ୍ଧ
ଲୋକାଲୋକ—ପର୍ବତ
ଉତ୍ସଙ୍ଗରେ—କୋଳରେ
ଶାତଘାତିନୀ—ହର୍ଷନାଶକାରୀ
ଶଶଵିଷାଣ—ଠେକୁଆର ଶଂଘ ପରି ଅଳୀକ
ମୃଷା-ମିଥ୍ୟା
ଷଟପଦ—ଭ୍ରମର
ହିଣ୍ଡିର—ଫେଣ
ଝିମିଟ—କ୍ଷଣକାଳ
ଅମ୍ବର—ବସ୍ତ୍ର
ଦୁର୍ଵାଦ—ନିନ୍ଦା
ରାଇକା—ରକ୍ଷାବନ୍ଧନ ସୂତ୍ର
ତ୍ରିଦିଵ—ସ୍ୱର୍ଗ
ଅଵ୍ଜ—ପଦ୍ମ
ଖୁରି—ଅଳ୍ପକାଳ
ଵନଵାହ—ମେଘ
ଅନୁଯାନ—ଅନୁସରଣ
ଚୀଵର—କୌପୀନ
ଝମଣ୍ଟ—କ୍ଷଣକାଳ
ରଦଵାସ—ଓଠ
ଟୋପ—ବନ୍ଦୀ ଗୃହ,ଜେଲ
ଅଵଚ—କୂପ, ଗାତ
ଆରକୂଟ—ପିତ୍ତଳ
ଫୁଟିଵା—ହାଲିଆ ହେଵା
ଲାଟ—ବିଦଗ୍ଧ ବ୍ୟକ୍ତି
ସଵତ—ରାଣ
ଭୃଙ୍ଗ—ଭ୍ରମର
ନଭସୂତ—ପବନ
ନଵସୂତ—ସକାଳର ସୂର୍ଯ୍ୟ
ଶରଶାୟକ—ସାମାନ୍ୟ ତୃଣ
ଶଠିଆ—ଧୂର୍ତ୍ତ
ମାଧଵ—ବସନ୍ତ
ଉପଧାନ—ବାଳୁଙ୍ଗା ଵା ଘାସ
ଖମଣି—ସୂର୍ଯ୍ୟ
ରଣିକା—ଯୂଈଫୁଲ ଓ ବେଶ୍ୟା
ଵାତ୍ୟୁହ—ଡାହୁକ
ତରଣି—ସୂର୍ଯ୍ୟ
କଦୁଷ୍ଣ—ଅଳ୍ପ ଗରମ(ନଖ ଉଷୁମ)
କୀଚକ—ଵାଉଁଶ
ଗରିଆ—ପାତ୍ର
ମାର୍ଦ୍ଦବ—କୋମଳତା
ବଗଳା—ଦେଵୀ
ଗରୁଆ—ଭାରି
ତରସେ—ଶୀଘ୍ର
କରଟ—କୁଆ
କେକା—ମୟୂର ଡାକ
ପାଟଵ—ପୂର୍ଣ୍ଣାଙ୍ଗ
ଜାନି—ଭିଡ଼
ଦର୍ଭ—କଅଁଳ ଘାସ
ରାରକା—ଲାକ୍ଷା
ରୁତ—କୁହୁ ଧ୍ୱନି
ଲାସିକା—ନର୍ତ୍ତକୀ
ଲାଉଣି—ଧରିଵା
ସଞ୍ଚ—ସୁନ୍ଦର
ମିଳିନ୍ଦ—ଭ୍ରମର
ପରଭୃତ—କୋଇଲି
ମାକନ୍ଦ—ଆମ୍ବଗଛ
ମୃଗାଙ୍କ—ଚନ୍ଦ୍ର
ମେଚକ—ଧୂଆଁ
କିତଵ—ଖଳ ଲୋକ
ମଇତ୍ରନ—ଅବନ୍ଧୁ
ନିଵହ—ସମୂହ
ସିତ—ଧଳା
ସିତା—ଜ୍ୟୋତ୍ସ୍ନା
ପ୍ରତିହାରିଣୀ—ଦାସୀ,ଦ୍ୱାରପାଳିକା
କପର୍ଦୀ—ଶିବ
କିଞ୍ଜଳ୍କ—ଫୁଲରେଣୁ
ସ୍ୟନ୍ଦନାଙ୍ଗ—ଚିତ୍ର
ମହାମୂରା—ମାଂସାହାରୀ
ମହାଗ୍ରାବ—ମେଘ
ପ୍ରତ୍ୟାଲୀଢ଼—ଆସ୍ୱାଦିତ
ଫରିଵର—ବଡ଼ ଭାଲ
ଶିଵାକୁଳ—ଶୃଗାଳମାନେ
ଟାଉଟାଉ—ଚଞ୍ଚଳ
ଝଳିଗଲା—ଝଟକିଲା
ନବନୀତ—ଲହୁଣୀ
ଵାଳିଶା—ନିର୍ବୋଧ ସ୍ତ୍ରୀ
ଅନାରତ—ଦୁଃଖହୀନ
ମେଖ—କୀଳା ଵା ଦଣ୍ଡ
ତଣ୍ଡ—ଜ(ଜୋ)ରିମାନା
ପବି—ବଜ୍ର
ଗିର—ତୁଣ୍ଡର କଥା
ଅଲଗଡ଼—ଵିପରୀତ
ପୂଷା—ସୂର୍ଯ୍ୟ
ମରୀଚି—କିରଣ
କିଶଳୟ—ନୂଆପତ୍ର
ରୁଚିରଦେହା—ସୁନ୍ଦରୀ
ଜୀବଂଜୀବ—ଚକୋର
କଳାକର—ଚନ୍ଦ୍ର
ମନ୍ଦାକ୍ଷ—ଲାଜ
ତଳ୍ପ—ବିଛଣା
ଘନସାର—କର୍ପୂର
ତୁଙ୍ଗଝରା—ବଡ଼ ବଡ଼ ଫୁଲତୋଡ଼ା
ଗଵାକ୍ଷ—ଝରକା
ପରିବୃଦ୍ଧସରିତଲହରୀ—ବଢ଼ିଥିଵା ନଈର ଢେଉ
ଧୁନୀ—ନଦୀ
ଭାଵିନି—ହେ ରମଣି
ଧିଷଣ—ବୃହସ୍ପତି
ଲଵଳୀ—ନରକୋଳି
ଗୁଞ୍ଜ—କାଇଁଚ
କମ୍ଭୁ—ଶଙ୍ଖ
ଦନ୍ତରାଜଗମନା—ମତ୍ତହସ୍ତୀର ଗତିପରି ଗତି ଯାହାର
କରିଅରିଜିଣାମଧ୍ୟା—ସିଂହ କଟିକୁ ଯାହାର କଟି ଜିଣିଅଛି
କୁନ୍ଦହାସୀ—କୁନ୍ଦଫୁଲ ପରି ହାସ ଯାହାର
ନଵମାଳୀକରଜା—ନିଆଳୀଫୁଲ ପରି କରଜ (ନଖ) ଯାହାର
ଲାଗିଵାସ—ପିନ୍ଧାଲୁଗା
ଵ୍ୟାଜେ- ଵାହାନାରେ
ରାଜକୁରଙ୍ଗୀଶିଶୁଦୃଶା-
ଜାତିଆ ହରିଣୀଛୁଆର ଆଖି ପରି ଆଖି ଯାହାର
ଵାସକୁନ୍ଦରମ୍ୟହାସିନୀ- ସୁଵାସିତ କୁନ୍ଦଫୁଲ ପରି ମଧୁର ହାସ ଯାହାର
ଶୁଦ୍ଧାନ୍ତୁ-
ଅନ୍ତଃପୁରରୁ
ଆଶା- ଦିଗ
ଲପିଵା- କହିଵା
ସୁଦତୀ-ଉତ୍ତମ
ଦନ୍ତ ଯାହାର
ଫତୁଆ- ହଟହଟା
ଅମଳ- ନିଶା
ତାଟକା-
ଆଶ୍ଚର୍ଯ୍ୟ
ନିଉଡ଼ି-
ଅଜାଡ଼ି
ଇକ୍ଷଣି-
ସୁଦୃଷ୍ଟିରେ
ଲାକ୍ଷାରସ-
ଅଳତା
ତନୁ ଅଙ୍ଗୀ-
ତନୁପାତଳୀ(ପାତଳୀ=ଶରୀର)
ଚିତ୍ରଅଳି-
ମୁଖମଣ୍ଡଳରେ ଅଙ୍କିତ ଚିତ୍ର ସମୂହ
ଚଳି- ଵିରକ୍ତ
ପ୍ରାସ- ଵ୍ୟଥା
ଜଣାମଣା-
ପ୍ରାର୍ଥନା
ସ୍ତନିତ- ମେଘ
ଗର୍ଜନ
•••କ୍ରମଶଃ...
No comments:
Post a Comment