ପ୍ରେମ କ୍ଷଣିକ ,
ମିତ୍ରତା ଚିରସ୍ଥାଇ ।।
ହାସ ପରିହାସ କ୍ଷଣିକ ,
ହାସ୍ୟବୃତ୍ତି ଚିରସ୍ଥାଈ ।।
ଭାବୁକତା କ୍ଷଣିକ ,
ଭାବନା ଚିରସ୍ଥାଇ ।।
ଉତ୍ତେଜନା କ୍ଷଣିକ ,
ସମ୍ବେଦନା ଚିରସ୍ଥାଇ ।।
ମାନବ କ୍ଷଣିକ,
ମାନବିକତା ଚିରସ୍ଥାଇ |||
ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...
No comments:
Post a Comment