Saturday, March 16, 2019

କଵିସୂର୍ଯ୍ୟ ବଳଦେଵ ରଥଙ୍କ ସାହିତ୍ୟରେ ଵ୍ୟଵହୃତ କେତେକ ଓଡ଼ିଆ ଶବ୍ଦ


  


        ଖଟଣୀସେଵ
        ଖୁରିଅର୍ଦ୍ଧମୁହୂର୍ତ୍ତମାତ୍ର
        ଗରିଷ
        ନର୍ମପରିହାସ
        ଚିକୁରକେଶ
        ଚେଳସ୍ତ୍ର
        ଟିକାୟିତସମ୍ଭ୍ରାନ୍ତ
        ଚିଲ୍ଲୀଭ୍ରୂଲତା
        ଶୋଭାଧରରକ୍ତବର୍ଣ୍ଣ ଓଷ୍ଠ
        ଅସିତକୃଷ୍ଣ
        ଅଳିଭ୍ରମର
        ଅଳିପ୍ରାର୍ଥନା
        ଅଳୀକମିଛ
        ଦୁର୍ଦ୍ଧରକର୍କଶ
        ଧାରାଧରନୀଳଚେଳମେଘପରି କୃଷ୍ଣଵସ୍ତ୍ର
        ାଲିଶତକିଆ
        ମୁଦିରବର୍ଷାକାଳ
        ଶାତସୁଖ
        ଶର୍ମସୁଖ
        କ୍ଷମାମୟୂଖଚନ୍ଦ୍ର
        କମ୍ୱୁମଧ୍ୟପୁରୀଶଙ୍ଖକ୍ଷେତ୍ର
        ପାରୀନ୍ଦ୍ରସିଂହ
        ଖମଣିମଣ୍ଡଳସୂର୍ଯ୍ୟମଣ୍ଡଳ
        କ୍ଷୀଣଜନତପସ୍ୱ
        କରପତ୍ର   କରତ
        ଉପଦାପଅମଙ୍ଗଳ
        କରଜନଖ
        ଅକ୍ଷଖେଳପଶାଖେଳ
        ନାଗାରିଗରୁଡ଼
        ଚିରାଳପତାକା
        ଛଦନଶାଳାପତ୍ରକୁଡ଼ିଆ
        ମାର୍ଗଣାଣ
        ଜମ୍ବାଳପଙ୍କ
        ଝଷମାଛ
        ନିରୟନରକ
        ପ୍ରସୂନଫୁଲ
        ପୀନସ୍ଥୂଳ,ମୋଟା
        ାହୁବୃନ୍ଦାରକମହୀରୁହାହୁରୂପ ୁବୃହତ୍ ବୃକ୍ଷ,
        ଅନାତପଛାୟା
        ଟାଳିଦେଵଦୂର କରିଦେଵ,ଏଡ଼ି ଦେଵ
        ଟମକନାଗରାଵାଦ୍ୟ
        ପିଷ୍ଟପଜଗତ
        ଠଣାସ୍ଥାନ
        ବରାଟକୀକଉଡ଼ି
        ଢାଳେଥରେ
        ତାପାର୍ତ୍ତିଦୁଃଖକର
        ଥାପିଶାନ୍ତି
        ଦନ୍ଦଶୂକଦଷ୍ଟହୃଦନ୍ତର ଲୋକଯେଉଁ ଲୋକର ହୃଦୟରେ ସର୍ପ ଦଂଶନ କରିଛି
        ଜାଙ୍ଗଳିକପୁରନ୍ଦରଶ୍ରେଷ୍ଠ ଗୁଣିଆ
        ଅଶ୍ଲେଷଆଲିଙ୍ଗନ
        ଦ୍ରଵିଣବନ୍ତଧନଵନ୍ତ
        ଧଡ଼ିଶେଷୁଁକାନିପଣତରୁ
        ଭୂସୁରବ୍ରାହ୍ମଣ
        ପ୍ରପନ୍ନଶରଣାଗତ
        ଫନ୍ଦାଇଵଯୋଡ଼ିଦେଵ,ଯୁକ୍ତ କରିଵ
        ମନ୍ତୁମନ୍ତପାପୀ
        ଯବିଷ୍ଠ       ସବାସାନ
        ଲଗଡ଼ସୁନ୍ଦର
        ଲାଟସାରଉତ୍କୃଷ୍ଟ,ପିନ୍ଧାଲୁଗା
        ଷଡ଼ଙ୍ଘ୍ରୀଭ୍ରମର
        ଷଡ଼ାହିତନିରସନଶାଳୀ       କାମ କ୍ରୋଧାଦି ଷଡ଼୍‍ରିପୁଙ୍କୁ ଯେ ନିରାକରଣ କରିପାରନ୍ତି
        କଞ୍ଜପଦ୍ମ
        କିଞ୍ଜଳ୍‍କକେଶର
        ତୁରୀୟ ଭାଗ୪ର୍ଥ ଭାଗ
        ଡାକିଡମରୁ
        ଢଵଆଟୁଘର
        ତନାଵିଝରକା
        ଧକଭୟ
        ବରାରୁହାଶ୍ରେଷ୍ଠା ନାୟିକା
        ଆଲବେଲିଆ     ଇତସ୍ତତଃ ବିକ୍ଷିପ୍ତ
        ବୀଟିକାଖିଲିପାନ
        ବଳକ୍ଷଧଳା
        ଶାମ୍ୱରୀମାୟାକ୍
        କ୍ଷୀଵମତ୍ତ
        ସୂନଫୁଲ
        ଲୁଳିଝାଉଁଳି
        ଘୃତାଚୀଅପ୍ସରା
        ଅପସରତକିଆ
        ଛପିଵବୁଡ଼ିଯିଵ
        ସୁସାରଶୋଭା
        ଜୁରାଇଵଲୁଟି କରାଇଵ
        ଗୋପୁରଦ୍ଵାର
        ତରସମାଂସ
        କଙ୍କପତ୍ରଶର
        ରାକାପୂର୍ଣ୍ଣିମା
        ିପଞ୍ଚୀୀଣା
        ଚଷକପାନପାତ୍ର,ଗିଲାସ
        ମରବିବନ୍ଧ
        ଲୋକାଲୋକପର୍ବତ
        ଉତ୍ସଙ୍ଗରେକୋଳରେ
        ଶାତଘାତିନୀହର୍ଷନାଶକାରୀ
        ଶଶଵିଷାଣଠେକୁଆର ଶଂଘ ପରି ଅଳୀକ
        ମୃଷା-ମିଥ୍ୟା
        ଷଟପଦଭ୍ରମର
        ହିଣ୍ଡିରଫେଣ
        ଝିମିଟକ୍ଷଣକାଳ
        ଅମ୍ବରବସ୍ତ୍ର
        ଦୁର୍ଵାଦନିନ୍ଦା
        ରାଇକାରକ୍ଷାବନ୍ଧନ ସୂତ୍ର
        ତ୍ରିଦିଵସ୍ୱର୍ଗ
        ଅଵ୍ଜପଦ୍ମ
        ଖୁରିଅଳ୍ପକାଳ
        ାହମେଘ
        ଅନୁଯାନଅନୁସରଣ
        ଚୀଵକୌପୀନ
        ଝମଣ୍ଟକ୍ଷଣକାଳ
        ରଦଵାସଓଠ
        ଟୋପବନ୍ଦୀ ଗୃହ,ଜେଲ
        ଅଵକୂପ, ଗାତ
        ଆରକୂଟପିତ୍ତଳ
        ଫୁଟିଵହାଲିଆ ହେଵ
        ଲାଟବିଦଗ୍ଧ ବ୍ୟକ୍ତି
        ସଵରାଣ
        ଭୃଙ୍ଗଭ୍ରମର
        ନଭସୂତପବନ
        ନଵସୂତସକାଳର ସୂର୍ଯ୍ୟ
        ଶରଶାୟକସାମାନ୍ୟ ତୃଣ
        ଶଠିଆଧୂର୍ତ୍ତ
        ମାଧଵବସନ୍ତ
        ଉପଧାନବାଳୁଙ୍ଗା ଵ ଘାସ
        ଖମଣିସୂର୍ଯ୍ୟ
        ରଣିକାଯୂଈଫୁଲ ଓ ବେଶ୍ୟା
        ାତ୍ୟୁହଡାହୁକ
        ତରଣିସୂର୍ଯ୍ୟ
        କଦୁଷ୍ଣଅଳ୍ପ ଗରମ(ନଖ ଉଷୁମ)
        କୀଚକାଉଁଶ
        ଗରିଆପାତ୍ର
        ମାର୍ଦ୍ଦବକୋମଳତା
        ବଗଳାଦେଵ
        ଗରୁଆଭାରି
        ତରସେଶୀଘ୍ର
        କରଟକୁଆ
        କେକାମୟୂର ଡାକ
        ପାଟଵପୂର୍ଣ୍ଣାଙ୍ଗ
        ଜାନିଭିଡ଼
        ଦର୍ଭକଅଁଳ ଘାସ
        ରାରକାଲାକ୍ଷା
        ରୁତକୁହୁ ଧ୍ୱନି
        ଲାସିକାନର୍ତ୍ତକୀ
        ଲାଉଣିଧରିଵ
        ସଞ୍ଚସୁନ୍ଦର
        ମିଳିନ୍ଦଭ୍ରମର
        ପରଭୃତକୋଇଲି
        ମାକନ୍ଦଆମ୍ବଗଛ
        ମୃଗାଙ୍କଚନ୍ଦ୍ର
        ମେଚକଧୂଆଁ
        କିତଵଖଳ ଲୋକ
        ମଇତ୍ରନଅବନ୍ଧୁ
        ନିଵସମୂହ
        ସିତଧଳା
        ସିତାଜ୍ୟୋତ୍ସ୍ନା
        ପ୍ରତିହାରିଣୀଦାସୀ,ଦ୍ୱାରପାଳିକା
        କପର୍ଦୀଶିବ
        କିଞ୍ଜଳ୍କଫୁଲରେଣୁ
        ସ୍ୟନ୍ଦନାଙ୍ଗଚିତ୍ର
        ମହାମୂରାମାଂସାହାରୀ
        ମହାଗ୍ରାବମେଘ
        ପ୍ରତ୍ୟାଲୀଢ଼ଆସ୍ୱାଦିତ
        ଫରିଵବଡ଼ ଭାଲ
        ଶିଵାକୁଳଶୃଗାଳମାନେ
        ଟାଉଟାଉଚଞ୍ଚଳ
        ଝଳିଗଲାଝଟକିଲା
        ନବନୀତଲହୁଣୀ
        ାଳିଶାନିର୍ବୋଧ ସ୍ତ୍ରୀ
        ଅନାରତଦୁଃଖହୀନ
        ମେଖକୀଳା ଵ ଦଣ୍ଡ
        ତଣ୍ଡଜ(ଜୋ)ରିମାନା
        ପବିବଜ୍ର
        ଗିରତୁଣ୍ଡର କଥା
        ଅଲଗଡ଼ିପରୀତ
        ପୂଷାସୂର୍ଯ୍ୟ
        ମରୀଚିକିରଣ
        କିଶଳୟନୂଆପତ୍ର
        ରୁଚିରଦେହାସୁନ୍ଦରୀ
        ଜୀବଂଜୀବଚକୋର
        କଳାକରଚନ୍ଦ୍ର
        ମନ୍ଦାକ୍ଷଲାଜ
        ତଳ୍ପବିଛଣା
        ଘନସାରକର୍ପୂର
        ତୁଙ୍ଗଝରାବଡ଼ ବଡ଼ ଫୁଲତୋଡ଼ା
        ଗଵାକ୍ଷଝରକା
        ପରିବୃଦ୍ଧସରିତଲହରୀବଢ଼ିଥିଵ ନଈର ଢେଉ
        ଧୁନୀନଦୀ
        ଭାଵିନିହେ ରମଣି
        ଧିଷଣବୃହସ୍ପତି
        ଲଵଳୀନରକୋଳି
        ଗୁଞ୍ଜକାଇଁଚ
        କମ୍ଭୁଶଙ୍ଖ
        ଦନ୍ତରାଜଗମନାମତ୍ତହସ୍ତୀର ଗତିପରି ଗତି ଯାହାର
        କରିଅରିଜିଣାମଧ୍ୟାସିଂହ କଟିକୁ ଯାହାର କଟି ଜିଣିଅଛି
        କୁନ୍ଦହାସୀକୁନ୍ଦଫୁଲ ପରି ହାସ ଯାହାର
        ନଵମାଳୀକରଜାନିଆଳୀଫୁଲ ପରି କରଜ (ନଖ) ଯାହାର
        ଲାଗିଵାସପିନ୍ଧାଲୁଗା
        ୍ୟାଜେ- ଵାହାନାରେ
        ରାଜକୁରଙ୍ଗୀଶିଶୁଦୃଶା- ଜାତିଆ ହରିଣୀଛୁଆର ଆଖି ପରି ଆଖି ଯାହାର
        ାସକୁନ୍ଦରମ୍ୟହାସିନୀ- ସୁାସିତ କୁନ୍ଦଫୁଲ ପରି ମଧୁର ହାସ ଯାହାର
        ଶୁଦ୍ଧାନ୍ତୁ- ଅନ୍ତଃପୁରରୁ
        ଆଶା- ଦିଗ
        ଲପିଵ- କହି
        ସୁଦତୀ-ଉତ୍ତମ ଦନ୍ତ ଯାହାର
        ଫତୁଆ- ହଟହଟା
        ଅମଳ- ନିଶା
        ତାଟକା- ଆଶ୍ଚର୍ଯ୍ୟ
        ନିଉଡ଼ି- ଅଜାଡ଼ି
        ଇକ୍ଷଣି- ସୁଦୃଷ୍ଟିରେ
        ଲାକ୍ଷାରସ- ଅଳତା
        ତନୁ ଅଙ୍ଗୀ- ତନୁପାତଳୀ(ପାତଳୀ=ଶରୀର)
        ଚିତ୍ରଅଳି- ମୁଖମଣ୍ଡଳରେ ଅଙ୍କିତ ଚିତ୍ର ସମୂହ
        ଚଳି- ଵିରକ୍ତ
        ପ୍ରାସ- ଵ୍ୟଥା
        ଜଣାମଣା- ପ୍ରାର୍ଥନା
        ସ୍ତନିତ- ମେଘ ଗର୍ଜନ
        •••କ୍ରମଶଃ...
 

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...