Saturday, January 9, 2016

"----ଚାଲୁଥିବା ଗଛ----"

ଲାଟିନ୍ ଆମେରିକା ର ଇକ୍ଵେଡରରେ ଏକ ଅଭୁତ ବୃକ୍ଷ ଦେଖିବାକୁ ମିଳେ ।
ଏହା ଵାକିଁ ଟ୍ରି ଭାବେ ବେଶ ଜଣା ଶୁଣା ।
ଵାକିଁ ଟ୍ରି ର ପ୍ରକୃତ ନାମ ହେଉଛି
ସୋକ୍ କେଜେରହିଜା [ଏକ ପ୍ରକାର ର ତାଳଗଛ ]

ଏହା ପୃଥିବୀର ଏକମାତ୍ର ଗଛ ଯାହାର ଚେର ମଣିଷର ଗୋଡ଼ ଭଳି କାମକରେ ।
ଋତୁପରିବର୍ତନ ହେବାମାତ୍ରେ ଏହି ଗଛ ର ଚେର ଗୁଡ଼ିକ ସୂର୍ଯ୍ୟକିରଣ ଆଡ଼କୁ ଗତି କରନ୍ତି !
ଏକ ଗବେଷଣା ଅନୁଯାଇ ଏହି ଚେରଗୁଡ଼ିକ ପ୍ରତିଦିନ 2 ରୁ 3 ସେ.ମିଘୁଞ୍ଚୁଥିବା ବେଳେ ବର୍ଷକରେ ପ୍ରାୟ 20 ମିଟର ଯାଏଁ ଘୁଞ୍ଚିଥାନ୍ତି । ଏପରିକି ଏହି ଚେର ଉପରକୁ ଦୃଶ୍ୟମାନ ମଧ୍ଧ୍ୟ ହୋଇଥାଏ । ସବୁଠାରୁ ରୋଚକ କଥା ହେଲା ,ସୂର୍ୟକିରଣ ସନ୍ଧାନ ରେ ଆଲୋକ ଆଡ଼କୁ ଗତିକରୁଥିବା ବେଳେ ଏହି ଗଛ ରେ ନୂଆ ଚେର ସୃଷ୍ଟିହୋଇଥାଏ ଏବଂ ପୁରୁଣା ଚେରଗୁଡିକ ଧିରେଧିରେ ଝାଉଁଳି ଗଛରୁ ଅଲଗା ହୋଇ ମରିଯାଅନ୍ତି !

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...