Sunday, March 12, 2017

ମୋତେ ଖୋଜୁଛନ୍ତି

ମୋତେ ସହର ର ଯେତେ ଚନ୍ଦା  ଖୋଜୁଛନ୍ତି
ଜୀବନରେ ମରିଦେବାକୁ କିଛି ଗୁଣ୍ଡା ଖୋଜୁଛନ୍ତି

ମୁଁ ତାଙ୍କ ମାଲ୍ ଚଳୁକରି ଯେବେଠୁଁ ବସିଛି
ଅନାଥାଶ୍ରାମ ର ତାଙ୍କ
ପିଲା ଖୋଜୁଛନ୍ତି

ମିଳିଛି ଯେ ଦିନୁଁ ଅମୃତକଳସର ସନ୍ଧାନ ମୋତେ
ତୁମ୍ଭ ସହର ସବୁ ବୁଢା ଖୋଜୁଛନ୍ତି

ଯା'ଙ୍କ ପାଇଁ
ଜୋତା
ଚୋରେଇ ଜେଲ ଗଲି ମୁଁ
ସେ ଧରି ହାତରେ ଜୋତା
ମୋତେ ଖୋଜୁଛନ୍ତି

ଦେଇଛ ମୋ ନାମ କଫନ୍ ଚୋର ଯେବେଠୁଁ ତୁମେ
ମୋତେ
କବର ର ମୃତ କଙ୍କାଳ ଖୋଜୁଛନ୍ତି

ଯୋଡିଲି ଯେବେଠୁଁ ନିଜ ନାମ
ସହ ପାଗଳ ମୁଁ
ମୋତେ ସହର ର ସବୁ ପାଗଳ ଖୋଜୁଛନ୍ତି

●●●●●●●●●●●●●●

ପାଗଲ୍ ଆଦିଲାବାଦୀଙ୍କ ଏକ ଗଜଲ୍ ର
ଓଡିଆ ଭାବାନୁବାଦ ପଢିଲେ ଆପଣ


ଏବେ ଆସନ୍ତୁ
ଓଡିଆ ଅକ୍ଷରରେ ହିନ୍ଦୋସ୍ତାନୀ ଭାଷାରେ
ପାଗଲ୍ ଆଦିଲାବାଦୀଙ୍କ
ମୂଳରଚନାଟି ପଢନ୍ତୁ.........

◆◆◆◆◆ଶହର କେ ସାରେ ଗଂଜେ ମେରୀ ତଲାଶ୍ ମେଁ ହୈ◆◆◆◆◆

...... ....  ......  ......  ......  .......

ଶହର କେ ଗଂଜେ ମେରୀ ତଲାଶ୍ ମେଁ ହୈ
ଉଧର ତମାମ ଲଫଙ୍ଗେ ମେରୀ ତଲାଶ୍ ମେଁ ହୈ
ମେଁ ଉନକା ମାଲ୍ ଗବନ କରକେ ଜବସେ ବୈଠା ହୁଁ
ୟତୀମ୍ ଖାନେ କେ ଲୌଂଣ୍ଡେ ମେରୀ ତଲାଶ୍ ମେଁ ହୈ
ମିଲା ହୈ ନୁସ୍ଖା ଜବାନୀ ପଲଟ୍ କା ଜବସେ ମୁଝେ
ତୁହ୍ମାରେ ଶହର କେ ବୁଡ୍ଢେ ମେରୀ ତଲାଶ୍ ମେଁ ହୈ
ମେଁ ଜିନ କେ ଵାସ୍ତେ ଜୂତେ ଚୁରା କେ ଜେଲ ଗୟା
ବୋ ଲେ କେ ହାଥ ମେଁ ଜୂତେ
ମୋରୀ ତଲାଶ୍ ମେଁ ହୈ
ଦିୟା ହୈ ନାମ କଫନ୍ ଚୋର ଜବ ସେ ତୁମ୍ ନେ ମୁଝେ
ପୁରାନୀ କବ୍ରୋଁ କେ ମୁର୍ଦେ ମେରୀ ତଲାଶ ମେଁ ହୈ
ପତେ କି ବାତ୍ ଜୋ ମୁଁହ ସେ ନିକଲ୍ ଗୟି 'ପାଗଲ'
ତମାମ୍ ଶହର୍ କେ
ପଗଲେ ମେରୀ ତଲାଶ୍ ମେଁ ହୈ

No comments:

Post a Comment

କାଚକେନ୍ଦୁ : ଏକ ନିଆରା ମୌଳିକ ଓଡ଼ିଆ ଶବ୍ଦ

ପ୍ରତ୍ୟେକ ଭାଷା ଓ ଶୈଳୀରେ ଏମିତି କିଛି ଶବ୍ଦ ଥାଏ ଯହିଁର ଅନ୍ୟ ଭାଷାରେ ସମାର୍ଥକ,ସମ ଶବ୍ଦରୂପାର୍ଥକ ପ୍ରତିଶବ୍ଦ ଉଣ୍ଡିଲେ ମିଳିଵା କଷ୍ଟସାଧ୍ୟ ହୋଇପାରେ । ଅନ୍ୟ ଭାଷାପ...