Wednesday, March 1, 2017

ସହିବି କିଆଁ ଅପମାନ

ପ୍ରଶ୍ନ ଏଠି ବିଷର ନୁହେଁ
ତାହା ତ ମୁଁ ପିଇଗଲି

ବିରକ୍ତ ଏ ଲୋକେ ସେବେ ହେଲେ ଯେବେ ମୁଁ ବଞ୍ଚିଗଲି ....

ପୁଣି ଚେଷ୍ଟା ତାଙ୍କ ଚଳାଇଛନ୍ତି
କରିବାକୁ ମୋତେ ହତ

ଶତ୍ରୃତା ମୁଁ କରିନଥିଲି
ମୁଁ ମୋ ଦୁଃଖରେ ଥିଲି ବ୍ଯସ୍ତ

ଆଜି ଅଛି କାଲି ବି ଥିବି
ଲଢୁଥିବି ବିରୋଧୀଙ୍କ ବିରୋଧରେ

ମୋ ଦେଶ ଭାଷା ମାଟି ପାଣି ପବନ ର ଅପମାନ ସହିବି କିଆଁରେ

No comments:

Post a Comment

ମଣିଷମାନଙ୍କ ଭାଗ୍ଯ ଉପରେ ନକ୍ଷତ୍ରଗୁଡ଼ିକର ପ୍ରଭାଵ ପଡ଼େ କି ?

ରାତିର ଆକାଶରେ ଝଲସି ଉଠୁଥିଵା ତାରାଗୁଡ଼ିକ ସଦା ସର୍ଵଦା ମାନଵ ମନକୁ ଆକର୍ଷିତ କରିଆସିଛନ୍ତି। ଅନେକ ମଣିଷ ଵିଶେଷତଃ ବାଳକ ବାଳିକାମାନେ ରାତି ଆକାଶକୁ ଦେଖିଲେ ତାରା ଗଣି...