My Blog List

Wednesday, June 7, 2017

ବଳିଦାନୀର ଉକ୍ତି

ତାକୁ ବାସ୍ତବତା ଦୁଃଖ ଦେଉଥିଲା

ସେ ଖୋଜିନେଲା ସ୍ବପ୍ନର ଦୁନିଆ

ସେଠି ସବୁକିଛି ତା'ର ସେ ହିଁ ସ୍ରଷ୍ଟା

ତା ସ୍ଵପ୍ନକୁ ମୁଁ ସତ୍ୟ   ମାନିନେଲି

ସେ ସ୍ବପ୍ନ ପାଇଁ ବଳିଦାନ ଦେଲି

ମୋ ସ୍ଵପ୍ନ ସବୁ କାହିଁ ହଜିଗଲା

ସ୍ରଷ୍ଟାର ଜଗତ ସୁଖେ ହସୁଥିଲା

No comments:

Post a Comment