ଆମର ଥରେ ଏକ ଅଣ୍ଡିର ବାଛୁରୀ ହୋଇଥିଲା ତା ନାମ ଅନାମ ରଖାଯାଇଥିଲା ।
ଆମ ଘର ପାଖରେ ଜଣେ ଅନାମ ଭାଇ ରୁହନ୍ତି ....
ତାଙ୍କ ଉପର କିଲାସ ପିଲାଏ ତାଙ୍କୁ ଡାକୁଥିଲେ
ଯେତେବେଳେ ଅନାମ ଭାଇ ପ୍ରତ୍ଯୁତ୍ତର ଦେଉଥିଲେ
ତାଙ୍କ ସାଙ୍ଗ ପିଲାମାନେ ଥଟ୍ଟାରେ
କହୁଥିଲେ
ଆମେ କଣ୍ ତୋତେ ଡାକୁଥେଲୁ କି
ହେଇ ଦେଖ୍ ଦେଖ୍ ସେଇ ଯୋଉ ବାଛୁରୀ ଛୁଆ ସେଇଠି ଦୁବଘାସ ଚରୁଛି
ତା ନାଁ ବି ଅନାମ 😝😝😝😝
No comments:
Post a Comment