Sunday, December 17, 2017

ପୋତାଶ୍ରୟ~ପୋର୍ଟ~ବନ୍ଦର

Wiktionary ହିସାବରେ
ଵନ୍ଦ+ଦର୍=ଵନ୍ଦର(ପାର୍ସୀ)
ବନ୍ଦ =enclosed
ଦର୍=ତାଟି😂ଫାଟକ(Gate)

ସଂସ୍କୃତ ବୈଜ୍ଞାନିକ କ୍ଷୁଦ୍ର ରୂପ ବନ୍ଧ ଧାତୁ ର ଅର୍ଥ
ଅଟକ ରଖିବା
ବାନ୍ଧିବା ଅର୍ଥ ଅଛି
ଏ ଧାତୁ ଶବ୍ଦ ସହ ସମ୍ପର୍କ ଥିବା
ଶବ୍ଦ ହେଲା
ବନ୍ଧ,ବନ୍ଧୁ,ବନ୍ଧକ,ବନ୍ଧନ,ବନ୍ଧନୀ ଇତ୍ୟାଦି ....

ମୂଳ ଇଣ୍ଡୋ ଇଉରୋପିଆନ୍ ଶବ୍ଦ ଟି
ବୋଧହୁଏ ଗୋଟିଏ ପଟେ
ବନ୍ଦ ହୋଇଛି ଏବଂ
ଅନ୍ୟତ୍ର ବନ୍ଧ .....
ଆଗକାଳରେ
ପୋତାଶ୍ରୟ(ପୋର୍ଟ=ପୋତ ?) ର ପ୍ରବେଶ ଫାଟକ ନିକଟରେ
ଅଟକ ରଖି ଯାତ୍ରୀଙ୍କ ଠାରୁ
କର ସଂଗ୍ରହ କରାଯାଉଥିଲା ବୋଲି ବୋଧହୁଏ ଏଭଳି ଏକ ଶବ୍ଦ ସୃଷ୍ଟି ହୋଇଛି !

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...