Tuesday, October 1, 2019

କୁହ୍ଲିଆ

ସୂର୍ଯ୍ୟୋଦୟ କାଳରେ ନିଜର ଛାଈକୁ ଦେଖି କୁହ୍ଲିଆଟା ଵିଚାର କଲା  "ଆଜି ମୁଁ ଓଟକୁ ଖାଇଵି । ”

ସକାଳୁ ଦିପହର ଯାଏଁ ସେ ଓଟ ଉଣ୍ଡିଵାରେ ଲାଗିଗଲା ହେଲେ ଓଟଯାକ ତ ମରୁଭୂମିରେ ଏଠି ନଟାରେ ଓଟ ଵା କାହୁଁ  ମିଳିଵ ! 

ଦିପହରେ ସେ ନିଜ ଛାଈ ଦେଖି ପୁଣି  ଵିଚାର କଲା 

"ଏଵେ ତ ଗୋଟେ ମୂଷା ମିଳିଗଲେ ବି ଚଳିଯାଆନ୍ତା” !!!

©ଖଲୀଲ୍ ଜିବ୍ରାନ୍

No comments:

Post a Comment

•Project Karachi: ଭାରତ ପାକିସ୍ତାନର ଏକ ଅର୍ଥନୈତିକ ଯୁଦ୍ଧ•

ପାକିସ୍ତାନ , ଆମ ଦେଶକୁ ସାମରିକ ଯୁଦ୍ଧରେ ପରାସ୍ତ କରିଵାରେ ଵିଫଳ ହେଵା ପରେ ଏକ ଅଦୃଶ୍ୟ ଯୁଦ୍ଧ ଆରମ୍ଭ କରିଦେଇଥିଲା। ଏହି ଯୁଦ୍ଧର ନାମ ଥିଲା Project Karachi। ଏହା ...