My Blog List

Wednesday, February 21, 2018

●●●ମାତୃଭାଷା●●●

ଯେମିତି ପିମ୍ପୁଡି଼ ଫେରନ୍ତି ଗାତକୁ
କାଠହଣା ଫେରେ କାଠ ପାଖକୁ

ନଭେ ବ୍ୟୋମଯାନ ଉଡେ଼ ଦେଖୁ
ଫେରନ୍ତି ସେ ଵୀ ବିମାନ ବନ୍ଦରକୁ

ହେ ମୋର ମାତା- ମାତୃଭାଷା !
ମୁଁ ଵି ଫେରିଛି ତୋ ପାସକୁ
ଯେବେ ଥଥଙ୍ଗେଇଛି ମୋ ଜିଭ
ଦୁଃଖି ହୋଇଛି ମୋ ଆତ୍ମା ।

(କେଦାର ନାଥ ସିଂହ ଙ୍କ ଏକ କବିତା ର ଓଡ଼ିଆ ଭାଵାନୁଵାଦ )
ମୂଳ ଲେଖାଟି ଏଠାରେ ଦିଆଗଲା....

जैसे चींटियां लौटती हैं बिलों में
कठफोड़वा लौटता है काठ के पास

वायुयान लौटते हैं एक के बाद एक
लाल आसमान में डैने पसारे हुए
हवाई अड्डे की ओर

ओ मेरी भाषा
मैं लौटता हूं तुम में जब चुप रहते-रहते
अकड़ जाती है मेरी जीभ
दुखने लगती है मेरी आत्मा ।

****

No comments:

Post a Comment