Saturday, February 24, 2018

●ମୋ ଦେଶ ମହାନ●

ସୁନ୍ଦର ଶସ୍ୟଶ୍ୟାମଳା ଏ ମୋର ଦେଶ

ନଦନଦୀ ହ୍ରଦାଦୀରେ ଭରା ମୋର ଦେଶ ।

ଜଗତ ପାଇଛି ଯହୁଁ ମୂଳ ପ୍ରାଚୀନ ଜ୍ଞାନ

ଅଭାବେ ଭାବର ଯହିଁ ଭରପୂର ସୁଖ ଧନ ।

ଦେଶ ମୋର ସୁନ୍ଦର ସତେ ଅବା ଫୁଲବନ

ଧନ୍ୟ ହୁଏ ଏଠି  ପ୍ରତ୍ୟେକ ମାନଵ ଜୀଵନ ।

ଏକ ଜାତି ଏକ ପ୍ରୀତି ଏକାକାର ଆମ ମନ

ଚାଲ ଲଢିବା, ଗଢିଵା, ବଢିବ ଦେଶର ସମ୍ମାନ ।

ଦେଶ ମଧ୍ୟେଁ ହୋଇ ରହୁ ମୋ ଦେଶ ମହାନ

ଜାଣୁ ମୋ ଦେଶକୁ ଜଗତରେ ପ୍ରତ୍ୟେକ ଜନ ।

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...