Saturday, July 8, 2017

ଷଣ୍ଢ ବି ଡାକ୍ତରଖାନା ଚଳାଏ

ମହିଳା ଜଣକ ଗୋଟିଏ ଷଣ୍ଢକୁ ଘିଅଦିଆ ପରଟା ଖୁଆଉଥାନ୍ତି ।
ସେ ପାଖଦେଇ ଯାଉଥିବା ଜଣେ ଭଦ୍ରବ୍ୟକ୍ତି ଏକଥା ଦେଖି ସନ୍ଦେହ କଲେ ଯେ ବୋଧହୁଏ ସ୍ତ୍ରୀଲୋକଟି ଏ ବୃଷଭଟାକୁ ଗାଈ ଭାବିନେଇଛି ।

ଭଦ୍ରବ୍ୟକ୍ତି ସେ ମହିଳାଙ୍କୁ ଯାଇ କହିଲେ…

"ଭଉଣୀ ଏ ଷଣ୍ଢ ଗାଈ ନୁହେଁ, ଆପଣ ତାକୁ ପରଟା ଖୁଆଉଛନ୍ତି ହେଲେ ସେ ଏବାଟେ ଯାଉଥିବା ଲୋକମାନଙ୍କ ମଧ୍ୟରୁ ନିଇତି ତିନି ଚାରିଜଣଙ୍କୁ ଶିଙ୍ଗ ମାରି ମାରି ତାଙ୍କ ହାଡ଼ ଭାଙ୍ଗି ଦେଉଛି । "

ମହିଳାଜଣକ ଅଳ୍ପ ହସି ଜଵାବ ଦେଲେ ………

"ଭାଇ ମୁଁ ଜାଣେ ଏ ଗାଈ ନୁହେଁ ଷଣ୍ଢ,ମୋ ପତି ଜଣେ Orthopedic Doctor, ତାଙ୍କ ଡାକ୍ତରଖାନ ଏ ଷଣ୍ଢ ଯୋଗୁଁ ହିଁ ଚାଳିଥାଏ ।"

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...