Tuesday, October 9, 2018

ଶ୍ଲୋକାର୍ଥ :-ମୂର୍ଖ;ଭର୍ତ୍ତୁହରି ନୀତିଶତକମ୍

ପ୍ରହସ୍ୟ ମଣିମଦ୍ଧରେନ୍ମକରଵକ୍ରନ୍ଦଷ୍ଟ୍ରାନ୍ତରାତ୍
ସମୁଦ୍ରମପି ସନ୍ତରେତ୍ପ୍ରଚଳଦୁର୍ମିମାଳାକୁଳମ୍ ।

ଭୁଜଙ୍ଗମପି କୋପିତଂ ଶିରସି ପୁଷ୍ପଵଦ୍ଧାରୟେ
ନ୍ନ ତୁ ପ୍ରତିନିଵିଷ୍ଟମୁର୍ଖଜନଚିତ୍ତମାରାଧୟେତ୍ ।।୪।।
ଲଭେତ୍ ସିକତାସୁ ତୈଳମପି
ଯତ୍ନତଃ ପୀଡୟନ୍ପିବେଚ୍ଚ
ମୃଗତୃଷ୍ଣିକାସୁ ସଲିଳଂ ପିପାସାର୍ଦ୍ଦିତଃ ।

କଦାଚିଦପି
ପର୍ଯ୍ୟଟଞ୍ଛଶଵିଷାଣମାସାଦଯେତ୍ନ
ତୁ  ପ୍ରତିନିଵିଷ୍ଟମୂର୍ଆଜନଚିତ୍ତମାରାଧୟେତ୍ ।।୫।।

(ଭର୍ତ୍ତୁହରି ନୀତି ଶତକମ୍-ଶ୍ଲୋକ-୪ ଓ ୫ )

ଭାଵାର୍ଥ:-
“ମଗର ମୁଖରେ ମଣି ଫସିଥିଲେ
କାଢିନେବା ଟା ଵରଂ ସହଜ.....
ସାହସ ବଳରେ ସାରା ସମୁଦ୍ରକୁ
ଲଙ୍ଘିଯିବା ବି ଵରଂ ସହଜ....
ଵିଶାକ୍ତ ସର୍ପକୁ ଗଳାରେ ମାଳା
କରି ପିନ୍ଧିବା ହୁଏତ ସହଜ....
କିନ୍ତୁ ଏ ଜଗତେ ମୂର୍ଖକୁ ବୁଝେଇବା
ଆଦୌ ନୁହଁଇ ସହଜ....”

କଳେ ବାଲିରୁ ତୈଳ କାଢିନେବା
ଵରଂ ହୋଇପାରେ ସହଜ....
ମରୂଭୂମିର ମୃଗତୃଷ୍ଣାରୁ ମଧ୍ଯ ଜଳକୁ
ପାଇବା ବହୁତ ସହଜ.....
ବୁଲି ବୁଲି ଉଣ୍ଡିଲେ ଠେକୁଆ ମୁଣ୍ଡରେ
ଶିଙ୍ଘ ବି ମିଳିବା ହବ ସହଜ....
କିନ୍ତୁ ଦୁରାଗ୍ରହଗ୍ରସ୍ତ ମୂର୍ଖକୁ ସନ୍ତୁଷ୍ଟ କରିବା
ଆଦୌ ନୁହଁଇ ସହଜ.....

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...