Wednesday, March 7, 2018

ଓଡ଼ିଆ ଭାଷାରେ ଚଳୁଥିବା ଆରବୀୟ ଶବ୍ଦ

ଓଡ଼ିଆ ଭାଷାରେ ସହସ୍ର ସହସ୍ର ଯାଵନିକ ଶବ୍ଦ ଆସି ମିଶିଅଛି । ଉକ୍ତ ଶବ୍ଦ ମଧ୍ୟରୁ ଅନେକ ଶବ୍ଦ ଏମନ୍ତ ଯେ ସେସବୁର ଉପଯୁକ୍ତ ଦେଶଜ ଶବ୍ଦ ବହୁତ ସମ୍ଭବ ଭାରତୀୟ ଭାଷା ଗୁଡିକରେ ଅପ୍ରଚଳିତ ହୋଇ ସାରିଛି ଅଥବା ନାହିଁ ।
ସେଇଭଳି କିଛି ଆରଵୀୟ ଶବ୍ଦ ଏଠାରେ ଦିଆଗଲା ଯେଉଁ ସବୁ ଶବ୍ଦ ଗୁଡି଼କ ଆମେମାନେ ଉଭୟ କଥିତ ଓ ସାହିତ୍ୟ ଭାଷାରେ ଵ୍ୟଵହାର କରିଥାନ୍ତି ।

............

........

.....

..

ଆଇନା(ଦର୍ପଣ),ଅକ୍ତିଆର,ଅକଲ(ବୁଦ୍ଧି),ଅଚାନକ(ହଟାତ),ଅତର(ସୁବାସଜଳ),ଅଦଳବଦଳ,ଅଦାଲତ(ଵିଚାରାଳୟ),ଅମିନ,ଆମଦାନୀ,ଅସଲ(ପ୍ରକୃତ),ଅସୁଲ,ଅସନା(ଅଳିଆ),ଅମଳ,ଅଫିମ,ଅମାର,ଅଝାଲ,ଅଜବ,ଆଇନ(ନିୟମାଵଳୀ),ଆସାମୀ(ଅପରାଧୀ),ଆସା(ବାଡ଼ି),ଇସ୍ତଫା,ଇଜ୍ଜତ,କବଲା(ଭୂମିପତ୍ର),କବିଲା(ପରିବାର),କବର,କସମ(ନିୟମ କରିବା),କଂସେଇ,କାନୁନ(ନିୟମ),କାଇଦା(ସୁବିଧା),କିସ୍ତି,କିସମ(ପ୍ରକାର),କିସ୍ମତ(ଭାଗ୍ୟ),କଲଜା(ଯକୃତ),କମାଣ,ଖାରଜ,କବର,ଖିଆଲ,ଖରାପ(ମନ୍ଦ),ଖରିଫ,ଖୋଇ,ଖୁସାମତି(ଘେର୍ତେଇ),ଗରିବ(ଦରିଦ୍ର, ନିକୁଛିଆ),ଗରଜ(ତର୍ଜନ),ଗାଏବ(ଅଦୃଶ୍ୟ),ଗୋଲାମ(କ୍ରୀତଦାସ), ଜବର(ଯୋର),ଜବତ, ଜମା(ପୈଠ),ଜମାନା(ଯୁଗ),ଜଲ୍ଦି(ଶିଘ୍ର, ଝଟତି), ଜଵାଵ(ଉତ୍ତର),ଜାହାଜ(ବୋଇତ),ଜାଲ୍,ଜିନିଷ(ପଦାର୍ଥ),ଜିଲ୍ଲା,ଜରିଆ(ଦ୍ଵାରା),ଜରୁରୀ(ଦରକାର),ଜାମିନ୍,ଜିଦ୍(ଅଝଟ),ଜିମା(ବନ୍ଧା),ଜୁଲୁମ(ଅତ୍ୟାଚାର),ଜରିମାନା,ଜମିଦାର,ଜମାନତ,ତାଲୁକା,ତଫସିଲ,ତବଲା,ତମାଦି,ତମାମ(ସମସ୍ତ),ତାମସା(ନାଟ),ତର୍ଜମା(ବିବେଚନା),ତଲବ(ପ୍ରଶ୍ନୋତ୍ତର),ତହସିଲ,ତାଗିଦ(,ତାଲିମ(ଶିଖାଇବା,ଶିକ୍ଷା ଦେବା),ତାରିଫ(ପ୍ରଶଂସା),ତାସ(ପତଖେଳ)ତୁଫାନ(ଝଡ),ଦଖଲ,ଦାଖଲ(ପଇଠ),ଦଫା,ଦପ୍ତର(କାର୍ଯାଳୟ),ଦରଘାବଜାର,ଦଲିଲ୍,ଦୁଆତ,ଦୋକାନ(କାଣ୍ଡି),ଦୌଲତ(ସମ୍ପତ୍ତି),ଦୁନିଆ(ସଂସାର),ନକସା(ମାନଚିତ୍ର),ନଗଦ,ନକଲ(,ନଜର(ଦୃଶ୍ୟ, ଦେଖାଯିବା),ନିଜର(ଆପଣାର),ନଫା(ଲାଭ),ନବାବ(ଶାସକ),ନଗଦ,ନଜିର(ଉଦାହରଣ),ନାଲ,ନିଶାଣ(ଚିହ୍ନ),ନିଶାପ,ଫକିର,ଫସର୍,ଫେରାର୍,ଫରକ,ଫସଲ,ଫନ୍ଦି,ଫାଇଦା(ଲାଭ),ଫିକର,ଫୁରସତ୍,ଫଇସଲା(ବିଚାର),ଫଉଜ(ସୈନ୍ୟସାମନ୍ତ),ଫଉଜଦାରୀ,ଫର୍ଦ୍ଦ(ପୃଷ୍ଠା),ଵାଵଦ(ଵିଷୟରେ),ବାତିଲ୍,ବାକୀ,ବନାମ,ବେଶ୍(ବହୁତ)ମଖମଲ,ମଗଜ(ମୁଣ୍ଡ ର ଦହି),ତଜଲିସ୍,ମତଲଵ୍(ମାନେ,ହେତୁ) ମଞ୍ଜୁର(ସ୍ଵୀକୃତୀ),ମାଲିକ(ପ୍ରଭୁ)ମଶାଲ,ମସଜିଦ,ମସଲା,ମାହାଲ,ମାଫ୍(କ୍ଷମା,ଛାଡ଼)ମାଫିକ୍(ପରିଳ),ମାମଲା(ଘଟଣା),ମାର୍ଫାତ୍(ଦ୍ଵାରା)ମିଜାଜ୍(ମନୋଭାବ),ମିଶ୍ରି,ମିଆଦ(ସମୟସୀମା),ମକଦ୍ଦମା,ମୁକରିର(ଆଦେଶ,ଘୋଷଣା),ମୁକାମ,ମୁନ୍ସୀ,ମୁନିବ(ପ୍ରଭୁ-ସ୍ଵାମୀ)ମୁବାରକ(ଶୁଭେଚ୍ଛା),ମୁରବି(ମୁଖିଆ),ମୁସ୍କିଲ(ଅସୁବିଧା),ମୁଲକ(ଦେଶ,ଅଞ୍ଚଳ),ମୁଲତବୀ(ସ୍ଥଗିତ),ମୁଲାଖାତ(ସାକ୍ଷାତ, ମିଶିବା),ମୋହବତ୍(ପ୍ରେମ,ପ୍ରଣୟ,ପ୍ରୀତି),ମେହେନ୍ତର(ଚାକର),ମହଲତ,ମୌକା(ସୁଯୋଗ),ମଜବୁତ(ଶକ୍ତ),ମୌସୁମୀ, ରକମ(ପ୍ରକାର,ଧନରାଶୀ),ରଦ୍ଦ(ରହିତ),ରଫା,ରଫାଦଫା,ରାଜି,ରାଜିନାମା, ରାୟ(ଆଦେଶ),ରୁଜୁ,ଲଫଙ୍ଗା(ବାଳୁଙ୍ଗା),ଲଖରାଜ,ଲାଚାର(ଅନ୍ୟନ୍ୟୋପାୟ),ଲଫାଫା,ଓକିଲ, ବକ୍ତ-(ବଖତ,ବକତ=ଓଳି ?),ସତରଞ୍ଜି, ସର୍ତ୍ତ,ସର୍ବତ,ସହିଦ,ସାମିଲ(ସମ୍ମିଳିତ, ମିଶିବା),ସୈତାନ,ସୌକ,ସଦର,ସନନ୍ଦ, ସନ୍,ସଫା(ପରିଷ୍କାର ପରିଚ୍ଛନ୍ନ),ସଫେଇ, ସଫେଦ(ଧଳା),ସାବୁତ(ପ୍ରମାଣ),ସମନ୍,ସରାଇ,ସଲାମ୍,ସବାର(ଯାତ୍ରୀ),ସ୍ୟାହି,ସାକିନ,ସାନି,ସାଲିସ୍(ତେଲ ମାରିବା😀),ସାହେବ,ସୁଲତାନ, ସୁବା,ସରତ୍,ସାହାରା(ଆଶ୍ରା),ଶିଶି,ସହର,ସତରାଂ(ତେଣୁ),ହକ୍,ହାକିମ,ହଜମ,ହାରାମୀ,ହରକରା,ହରକତ୍,ହଲକ,ହଲପ,ହାଲୁଆ,ହାବିଲଦାର, ହାଓ୍ଵା(ପବନ),ହାବେଳି,ହାଜତ୍,ହାଜର,ହାଜିରା,ହାଲ,ହାଲତ(ଅବସ୍ଥା),ହାସଲ,ହେପାଜତ(ଯତ୍ନ),ହିମ୍ମତ(ସାହସ),ହିସାବ, ହିସ୍ସା,ହୁକ୍କା,ହୁକୁମ୍,ହଜୁର,ହୁଲିଆ(ମୁଖମଣ୍ଡଳ,ଗଢଣ),ହଇଜା,ହଇରାଣ. ...... ଇତ୍ୟାଦି

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...