Wednesday, December 28, 2016

କବିତାରେ ଗୀତା

ଦୁଃଖ ର ସ୍ବୟଂ ଅଭାବ ହେବ
ବୁଦ୍ଧି ହେବ ସ୍ଥିର
ସ୍ବୟଂ ଇଶ୍ବର ସାକାର ହେବେ
ଆଉ ଇଶ୍ବର କଣ ???
ମନକୁ ପ୍ରସନ୍ନ କରିଦିଏ ଯିଏ
ରାଗଦ୍ବେଷ କରେ ଲୋପ ଯେ
ଯେ ଭୋକ ଶୋଷର ଅନ୍ତକରେ
ଦୁଃଖ ସୁଖ ର ପରିଭାଷା ବଦଳାଏ
ଏକରସ ଜୀବନ ଲାଗେ
ଭକ୍ତି ଭାବ ଯେବେ ଲାଗିରହେ ।
ମନ ନ ଭ୍ରମେ
ଅଙ୍ଗ ନ ଥକେ
କେବଳ ଜୀବନ ନିର୍ଝର ଭଳି ଲାଗେ
ଇଶ୍ବର ଯେବେ ଜୀବନ ଲାଗେ

ମୂଳ ରଚନା ଅଶ୍ବୀନ କପୁର (ହିନ୍ଦୀ)....

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...