Wednesday, December 28, 2016

◆◆◆ସତ୍ତା ଏବଂ ଶାଢ଼ୀ◆◆◆

ଗୋଟାଏ ଲୋକକଥା ଅନୁଯାୟୀ ସମ୍ରାଟ ହେବାର ଲାଳସାରେ ଏକ ରାଜ୍ୟ ର ଅସନ୍ତୁଷ୍ଟ ଅମାତ୍ୟ ,
ଜଣେ ପ୍ରସିଦ୍ଧ ତାନ୍ତ୍ରୀକ ସହ ମନ୍ତ୍ରଣା କଲା ।

ଖଡିଗାର ପକାଇ ତାନ୍ତ୍ରିକ ଅମାତ୍ୟକୁ କହିଲା
ତୁମରାଜ୍ୟରେ କୌଣସି ଶାଢ଼ୀ ଧାରଣକାରୀ ବ୍ୟକ୍ତିର ସମ୍ରାଟ ହେବାର ଯୋଗ ଅଛି ।
ଅମାତ୍ୟ ସେଇଠୁ ରାତିକୁ ଶାଢ଼ୀ ପିନ୍ଧି ଶୋଇଲା ।

ବର୍ଷ ବର୍ଷ ବିତିଗଲା
କିଛି ବି ହେଲାନି ।
ଅମାତ୍ୟ ନୀରାଶ ହୋଇରହିଲା ।

Note~ରାଜ୍ୟର ସତ୍ତାସୂତ୍ର ପ୍ରକୃତରେ ରଜ୍ୟରାଣୀଙ୍କ ହାତରେ ଥିଲା
ରାଜା କେବଳ ରାଜଗାଦୀରେ ବସୁଥିଲେ ।

ତାନ୍ତ୍ରିକ କୁ ଭବିଷ୍ୟତ ପଢିବା ତ ଜଣା ଥିଲା କିନ୍ତୁ ତାହାକୁ ଠିକ ସେ ବୁଝି ଅନ୍ୟକୁ ବୁଝାଇ ପାରିବାର ଦକ୍ଷତା ତାନ୍ତ୍ରିକ ପାଖରେ ନଥିଲା ।

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...