Wednesday, August 1, 2018

ଶାନ୍ତି

ଉଦର ଭରିବାକୁ ଜଗତେ ବୁଲୁଛେ

ଉଚ୍ଚ-ନୀଚ-ଘର-ଜାତିକୁ ଦେଖୁଛେ

ଉଦର ଭରିବାକେ ସିନା ଜନହିଂସା

କିଏ ନିକୁଛିଆ ଏଠି କିଏ ବାଦଶା

ଦୁଃଖ ଧନ୍ଦାରେ ସବୁ ଜନ ବ୍ୟାକୁଳ

କାହୁଁ ଵା ମିଳ୍ତା ଜଣେ ତ କୁଶଳ

ସୁଖ ଆଶେ ପ୍ରତି ବ୍ୟକ୍ତି ଧାଉଁଛନ୍

ଵସ୍ତୁର ମଧ୍ୟରେ ଶାନ୍ତି ଖୋଜୁଛନ୍

ଖୋଜିଲେ ମନରେ ଶାନ୍ତି ମିଳନ୍ତା

ଏତେ ସିଏ ଆଉ କିମ୍ପା ଦଉଡନ୍ତା

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...