Tuesday, August 14, 2018

ପାକିସ୍ତାନ ର ଫ୍ଲାଗ୍ ଆଉ ମନ୍ କି ବାତ୍

ପାକିସ୍ତାନର ଫ୍ଲାଗ୍ ରେ 🇵🇰 🇵🇰 🇵🇰
ଜହ୍ନ 🌙 ଓ ତାରା ☆☆☆ ରହିଥାଏ
ଯାହାର ସିଧାସଳଖ ଅର୍ଥ ବୋଧହୁଏ..........

💡💡💡💡💡💡

ପାକିସ୍ତାନରେ ସବୁବେଳେ ନିଶାକାଳ(ରାତ୍ରିକାଳ) ନିଵାସ କରେ 🌚
ଆଉ
ନୀଳ ଆକାଶରେ ସଦାସର୍ବଦା 
ବାଦଲ☁ ଜହ୍ନ🌙 ଓ ତାରା☆☆☆
ବିଚରଣ କରୁଥାଆନ୍ତି ।  ସେଠି କେବେ
ସକାଳ ହୁଏନି ଆଉ ଦୀର୍ଘ ୭୦ ବର୍ଷର
ଲମ୍ବା ରାତ୍ରିରେ 🌌ପ୍ରତ୍ୟେକ ପାକିସ୍ତାନୀ🗿
ପାକିସ୍ତାନ କୁ ଏକ ପାକ୍ ଵା ପବିତ୍ର ଭୂମି
କରି ତୋଳିବାର ସ୍ବପ୍ନ ଦେଖୁଅଛନ୍ତି 🔭
ଯାହା ଲାଗୁଛି ବୋଧହୁଏ ସ୍ଵପ୍ନ ହିଁ ରହିଯିବ
😀😁😂😜😝😝

No comments:

Post a Comment

•ଲୁପ୍ତ ପ୍ରାଚୀନ ଓଡ଼ିଆ ଶବ୍ଦ ‘କଣୟ’: ସୁନାର ପ୍ରାକୃତ ନାମ ଏଵଂ ତହିଁର ସାହିତ୍ୟିକ ଯାତ୍ରା•

ଓଡ଼ିଆ ଭାଷାରେ ହଜାର ହଜାର ପ୍ରାଚୀନ ଓଡ଼ିଆ ଶବ୍ଦ କଥିତ, ଲିଖିତ ଓ ସାହିତ୍ୟିକ ଭାଷାରେ ପ୍ରୟୋଗ ନହୋଇ ଲୋପ ପାଇଯାଇଛି ।‌ ଆଜିର ଓଡ଼ିଆ ଲୋକେ ଏଭଳି ଲୁପ୍ତ ଶବ୍ଦ ଯେବେ ପ୍...