Friday, August 10, 2018

ମାତୃବତ୍ ପରଦାରେଷୁ....

ମାତୃଵତ୍ ପରଦାରେଷୁ
ପରଦ୍ରଵ୍ୟେଷୁ ଲୋଷ୍ଟ୍ରଵତ୍ !

ଆତ୍ମଵତ୍ ସର୍ଵଭୂତେଷୁ ଯଃ
ପଶ୍ୟତି ସ ପଣ୍ଡିତ !!

ଅର୍ଥ:-ପର ଦାରାକୁ ମାତା,ପରଦ୍ରଵ୍ୟକୁ ମାଟି ଏବଂ ସମସ୍ତଙ୍କ ମଧ୍ୟରେ ଯିଏ ଈଶ୍ଵରଙ୍କୁ ଜ୍ଞାନ କରେ ସିଏ ହିଁ ପଣ୍ଡିତ

“ପର ଦାରାକୁ ମାତା ଭାବେ
ପର ଦ୍ରବ୍ୟକୁ  ମାଟି ମାନେ
ସର୍ଵଭୂତେ ଦେଖେ ଈଶ୍ଵରଙ୍କୁ
ପଣ୍ଡିତ କହିବା ଆମ୍ଭେ ତାଙ୍କୁ”

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...