Wednesday, August 15, 2018

ଧନ୍ୟଧରା

ରଙ୍ଗିଗଲା ପାଦେ ପାଦେ ଧନ୍ୟଧରା
ହୋଇଗଲା ଜଗତ ଅତି ମନୋହରା ।।
ଵର୍ଣ୍ଣ ଗନ୍ଧ ଧର,ମଧୁ ମରନ୍ଦ ଭରା
ତରୁ-ଉରର ଅରୁଣିମା ତରୁଣତରା
ଖୋଲା ରୂପ - କଳିକାଙ୍କ ମଧ୍ଯେ ଭରା
ରହିଛି ସ୍ଥର ସ୍ଥର ସୁପରିସରା  ।।
ଗୁଞ୍ଜି ଉଠେ ପିକ ପାଵନ
ପଞ୍ଚମଖଗ-କୁଳ-କଳରବ
ମୃଦୁଳ ମନୋରମ
ସୁଖର ଭୟ କମ୍ପଇ
ପ୍ରଣୟ-କ୍ଲମଵନ୍ ଶ୍ରୀ ଚାରୁତରା  ।।

ମୂଳ ରଚନା©ସୂର୍ଯ୍ୟକାନ୍ତ ତ୍ରିପାଠୀ ନିରାଲା

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...