Thursday, August 9, 2018

■■■ମୋର ଗଡ୍ ଙ୍କ ସହ ଡ୍ରିମ୍ ରେ ସାକ୍ଷାତ■■■

Tomorrow night ରେ ଯେତେବେଳେ ମୁଁ sleep କରିଥିଲି ଗୋଟାଏ dream ଦେଖିଲି
ସେ Dreamରେ କଣ୍ ଦେଖିଲି ନା God ମୋତେ କହୁଛନ୍ତି My son ଶିଶିର your time is end now....

ମୁଁ ଆଶ୍ଚର୍ଯ୍ୟରେ bed ରୁ jump ମାରି ପଚାରିଲି
But my Lord ! Why ? Why ? Why ?

God କହିଲେ my dear son ତୁମକୁ ବହୁତ ଲୋକ ଅଭିଶାପ ଦେଉଛନ୍ତି
Because ତୁମେ ତାଙ୍କ secret କଥା ମାନ ସମସ୍ତଙ୍କ ଆଗରେ ଖୋଲି ଦେଇଛ
And you know  ସେ ତାଙ୍କ psycho ନେତାଙ୍କ ନିର୍ଦ୍ଦେଶ ରେ ତୁମ pants,shirts,t-shirts ସବୁ ଉତାରି ଦେବାକୁ ତିଆର ଅଛନ୍ତି

ମୁଁ ମୋ dreamରେ god ଙ୍କୁ କହିଲି
I know my Lord ! I know they more powerful than me but ମୋ ପାଖରେ truth ର ଶକ୍ତି ଅଛି ଆଉ ସେହି truth ବା ସତ୍ୟ ତ ସାକ୍ଷାତ ଆପଣ ହିଁ ଅଟନ୍ତି । କିନ୍ତୁ ଆପଣ କାହିଁକି ପଛଘୁଞ୍ଚା ଦେଉଛନ୍ତି । win ତ ସବୁବେଳେ your ହିଁ ହୁଏ ନା.....

My God ଙ୍କ ମୁଖମଣ୍ଡଳ ବିଷର୍ଣ୍ଣ ଦିଶିଲା
He say, my son ଏଇଟା  ସତ୍ୟ କି ତ୍ରେତୟା ନୁହେଁ this is କଳିଯୁଗ and my power is so weak in this age !
So am sorry to say that ଏହି ଯୁଗରେ
ଘୃଣା ,ଦ୍ଵେଷ, ହିଂସା ଓ ଅହଂକାର କରୁଥିବା ଓ ବାଣ୍ଟୁଥିବା  selfish people ମାନେ ହିଁ ଆଗରେ ଅଛନ୍ତି ଓ ଜିତୁଛନ୍ତି ।

So you are a ପାପୀ know because ସେମାନେ ତୁମକୁ Facebook wall ରେ,ତୁମ massage box ରେ,ତାଙ୍କ ମନରେ ଯେତେ ଗାଳୀ ଦେବେ ତୁମେ ସେତେ ପାପୀ ହେବ,ହେଉଛ ଓ ହେଉଥିବ ....

ବାବୁ ଶିଶିର ମୁଁ ତୁମ୍ଭର ଅତି ପ୍ରିୟ God କହୁଛି my son ....
ଗୋଟିଏ ଛୋଟିଆ advise ଦଉଛି ପାରିଲେ ସେମିତି କରିବ
If you want alive tomorrow ତେବେ ଆଜିଠୁଁ ଏବେ ଠୁଁ Facebook, Twitter,blog, Google ଯୋଉଠେ ଯୋଉଠେ your I.D. ଅଛି ଶିଘ୍ର account delate କାରି ଚୁପ୍ ବସିଯା ନହେଲେ you are finish ଜାଣିଥା.....

ଏସବୁ ଶୁଣି ମୁଁ ହଟାତ୍ angry ହେଇଗଲି ଆଉ କହିଲି my lord ତମେ ସତ୍ୟର hand ଛାଡ଼ି ଦେଇଛି but ମୁଁ ନୁହେଁ....
ମୁଁ ଏଠି knowledge  ପାଇଁ ଅଛି ଯିଏ  ମାଙ୍କଡାମୀ କରୁଛନ୍ତି କରୁଥାନ୍ତୁ
ମୋର ଯେତେଦିନ time ଥିବ ସେତିକି days ମୁଁ bulb ପରି ଜଳିବି and ଯେଉଁ ଦିନ ସମୟ ଆସିବ ସେଇଦିନ ମରିବି କିନ୍ତୁ କାହାକୁ ଡରିଯାଇ fearness peoples ଭଳିଆ ବଞ୍ଚିବା ଅପେକ୍ଷା ବରଂ ମରିଯିବା ଭଲ ହେବ !!!!
ମାରି ଦିଅନ୍ତୁ ମୋତେ ପ୍ରଭୁ !
ମାରି ଦିଅନ୍ତୁ ...
ମାରି ଦିଅନ୍ତୁ ...
ମାରି ଦିଅନ୍ତୁ....

ମୁଁ ବାରମ୍ବାର ସେଇକଥା repeat କରିଚାଲିଥାଏ 
ହଟାତ୍ god ମୋ Head ରେ ତାଙ୍କ Hand ରଖିଦେଲେ, alarm ring ହେବାକୁ ଲାଗିଲା
ଆଉ ମୋ ନିଦ ଭାଙ୍ଗିଗଲା....
ନିଦରୁ ଆଖି ମଳି ମଳି phone ଉଠେଇ ଦେଖେ ତ ସାକ୍ଷାତ God  ତ ନୁହେଁ but ମୋ mobileରେ ତାଙ୍କ ପ୍ରତିକୃତି ଜଗନ୍ନାଥଙ୍କର ଗୋଟାଏ wallpaper ରଖାହେଇଥିଲା ....

     ---🙏🙏🙏ଜୟ ଜଗନ୍ନାଥ🙏🙏🙏---

ଏଇ ଲେଖାକୁ please share କରନ୍ତୁ ଆପଣଙ୍କର କେହି ନା କେହି sure ଓଡ଼ିଆ ଭାଷାରେ first-class ରେ pass ହେବେ

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...