My Blog List
Saturday, August 16, 2014
କୁକୁର ଙ୍କ ପ୍ରାଇବେସୀ
ବର୍ଷାଦିନରେ କୁକୁର ନାମକ ଜୀବ ଟି ଅତି କାମୁକ ହୋଇଯାଏ। ଅନ୍ୟ ଜୀବ କଂ ଭଳି ସେ କୌଣସି କାର୍ଯ ଲୁଚାଛପା ରେ କରେନି । ଭୋକ ଲାଗିଲେ ଅଇଁଠା ପତ୍ର ରେ ବଳକା ଖାଦ୍ୟ ଖାଏ କିଂତୁ ଯାହା ବି କରେ ଖୋଲାଖୋଲି । ଆଜିକାଲି ପାଶ୍ଚାତ୍ୟ ଦେଶଗୁଡ଼ିକରେ ମଣିଷମାନେ କୁକୁର କଂ ଏ ନୀତି କୁ ଫଲୋ କରୁଛନ୍ତି। ଭାରତର ବଡବଡ କଲେଜ ରେ ବି ଏ ସବୁ ସାଧାରଣ କଥା ହୋଇଗଲାଣି । କୁକୁର କଂ ଏ କାମକ୍ରୀଡ଼ା କିଛି ମଣିଷକୁଂ ଅପ୍ରିତିକର ଲାଗେ ସେମାନେ ପଥର ମାରି ଠେଗାଁ ରେ ପିଟି ଦୁରକୁ ତଡ଼ି ଦିଅନ୍ତି। ମରଦ କୁକୁର ଟି ଦଉଡ଼ିଲାବେଳେ ମନେମନେ ସେଇ ଭଦ୍ରଲୋକ କୁ କହିକହି ଯାଉଥାଏ "ରହ ସଳା ମୋର ବି ଟାଇମ୍ ଆସିବ ,ତୁ ପାଳଗଦା ରେ ରାସଲୀଳା କର ମୁଁ ଧରା ପକେଇ ଦେବି।
Subscribe to:
Post Comments (Atom)
No comments:
Post a Comment