My Blog List

Sunday, December 18, 2016

କର୍ମଗୁଣ

ଉଚ୍ଚ ସେହୁ ଉଚ୍ଚ କର୍ମ କରେ ଯେଉଁ ଜନ....
କରମ ନିମନ୍ତେ ନାହିଁ ବଂଶ ପ୍ରୟୋଜନ.....
ନୀଚ ହୋଇ କରେ ଯେବେ
ଉତ୍ତମ କରମ.....
ତା ଚରଣ ଉଚ୍ଚ ସେବେ
ସଂସାର ଧରମ.....
କର୍ମ ଯୋଗୁଁ ଲୌହ ଆସି
ରହେ ସମାଦରେ.....
ଶୋଭିତ ହେବାକୁ ସ୍ବର୍ଣ୍ଣ ଲାଗେ ତା ପାଦରେ....

🌼ସ୍ବଭାବକବି ଗଙ୍ଗାଧର ମେହର🌼

No comments:

Post a Comment