Thursday, September 4, 2025

ପାଚେ ପାଚେ ରେ ... (କୋରାପୁଟର ଓଡ଼ିଆ ଲୋକଗୀତ)

“ପାଚେ ପାଚେରେ ଗାଲ 
ମାମୁଁ ଆଣିଦେଵ ପାଚିଲା ବେଲ ।
ପାଚେ ପାଚେରେ ଆଖି 
ମାମୁଁ ଆଣିଦେଵ ପାରାପକ୍ଷୀ ।
ପାଚେ ପାଚେରେ କାନ 
ମାମୁଁ ଆଣିଦେଵ ପାଚିଲା ପାନ ।
ପାଚେ ପାଚେ ରେ ନାକଦଣ୍ଡା।
ମାମୁଁ ଆଣିଦେଵ ଆଖୁଧଣ୍ଡା ।”

କୋରାପୁଟର ଏହି ଲୋକଗୀତଟି ସଂକଳକ 
ରାମକୃଷ୍ଣ ନନ୍ଦଙ୍କ ଓଡ଼ିଆ ଶିଶୁ ସାହିତ୍ୟ ସଂକଳନ ପୁସ୍ତକରେ ୨୩ତମ ପୃଷ୍ଠାରେ ରହିଛି । 

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...