Thursday, July 13, 2017

ଆ ରେ ବସନ୍ତ ମଧୁ ମାସିଆ.......(ନାରୀ.....୧୯୬୩)

ଆରେ .........

ଆ ରେ ବସନ୍ତ ମଧୁ ମାସିଆ(୩)
ଫୁଲ ରସିଆ ମନ ତୋଷିଆ
ଆ ରେ ବସନ୍ତ ମଧୁ ମାସିଆ.......(୨)

ଏ ଫୁଲ ସଞ୍ଜେ ଆଜି ଏ ମନ କୁଞ୍ଜ ଭରେ
କଳା ଭଅଁର ଆଖି ଲଖାଏ ଦି ଆଖିରେ
ରସିଆରେ
ସରଗ ଚାନ୍ଦ ହାତେ ଖସିଲା
ରସିଆ.....ରେ
ଆ ରେ  ବସନ୍ତ ମଧୁ ମାସିଆ......(୨)

ବୁକୁରୁ ମହୁ ମୋର ହରି ନେ
ଗଳାରେ ବାହୁମାଳା ଘେରି ଦେ(୨)

ହଟିଆରେ  ରସିଆରେ
ଆ ଆ ଆ ଆ ଆ
ଆରେ ବସନ୍ତ ମଧୁ ମାସିଆ(୨)

ଅଧରେ ରଙ୍ଗରେଖା ଆଙ୍କି ଦେ
ଫୁଲକୁ ଅଙ୍ଗେ ଭରି ନାଚିଦେ (୨)

ରସିଆରେ ରସିଆରେ
ଆ ଆ ଆ ଆ ହା
ଆରେ ବସନ୍ତ ମଧୁ ମାସିଆ (୨)

ଆ ଆ ଆ ଆ ଆ ଆ.......

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...