ମୋ ପିତାଙ୍କ ବାଗେନାରେ ଦୁଇଗୋଟି ପିଞ୍ଜରା ଅଛି ।
ଗୋଟେ ପିଞ୍ଜରାରେ ସିଂହଟାଏ ଅଛି, ଯାହାକୁ ମୋ ପିତାଙ୍କର ଦାସ ନାତିଵା , ମରୁଭୂମିରୁ ଧରି ଆଣିଥିଲେ ଏଵଂ ଆନ ଏକ ଘରାରେ ଗୋଟିଏ ଚଢ଼େଇ ରଖାଯାଇଛି ।
ପ୍ରତିଦିନ ସକାଳୁ ସକାଳୁ ଚଢ଼େଇଟି ସିଂହକୁ କହେ,
"କଏଦୀ ଭାଇ ଗୋ ! ଗୁଡ ମାର୍ନିଗ ଟୂ ୟୁ"
©ଖ଼ଲୀଲ ଜିବ୍ରାନ୍
No comments:
Post a Comment