Wednesday, February 1, 2017

ନକଲି କୋଶଳୀ ମାନେ ଆଧୁନିକ କଳାପାହାଡ଼

ଥରେ ଉତ୍କଳ ଗୌରବ ମଧୁସୂଦନ ଦାସ
ଗୌରୀଶଙ୍କର ରାୟଙ୍କୁ କଥାଛଳରେ କହିଥିଲେ

"ଯିଏ ଯେଉଁ ଭାଷାଭାଷୀ ,ଯେଉଁ ଧର୍ମାବଲମ୍ଭୀ ହେଉନ୍ତୁ ନାଁ କାହିଁକି,
ଓଡ଼ିଶା ଯେଉଁ ମାନଙ୍କର ଅଥବା ଯେଉଁ ମାନଙ୍କର ସନ୍ତାନ ମାନଙ୍କର ଶୈଶବର କ୍ରୀଡାଭୂମି.
ଯୌବନର କର୍ମଭୂମି,
ବାର୍ଦ୍ଧକ୍ୟ ର ବିଶ୍ରାମସ୍ଥଳ ପୁଣି ଅନ୍ତିମ ଅବସ୍ଥା ରେ ଶେଷ ଆଶ୍ରୟ ଭୂମି, ସେମାନେ ସମସ୍ତେ ଓଡ଼ିଆ ।
ଓଡ଼ିଶା ର ସର୍ବାଙ୍ଗୀନ କଲ୍ୟାଣରେ ସେ ସମସ୍ତଙ୍କର ଗୋଟାଏ ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ରହିଛି ।

ଓଡ଼ିଶାରେ ବିଶ୍ବର ଯେକୌଣସି ଭୂଭାଗରୁ ଲୋକ ଆସି ରୁହନ୍ତୁ
ଯଦି ସେ ବ୍ୟକ୍ତି ବିଶେଷ ଓଡ଼ିଶା ପାଇଁ ଓଡିଆଭାଷା ପାଇଁ ଭଲ କାର୍ଯ୍ୟ କରୁଥାଆନ୍ତି ତାହେଲେ ନିଃସନ୍ଦେହ ତାଙ୍କୁ ଓଡ଼ିଆ କୁହାଯିବ....

ଓଡ଼ିଶାର ମାଟି ପାଣି ପବନରେ ବଢି
ଓଡ଼ିଶାର ଖାଇ ପିଇ ଯଦି ତା'ର ବିଭାଜନର ସ୍ବପ୍ନ କେହି ଦେଖୁଥାଏ ସେ ଓଡ଼ିଶାରେ ଜନ୍ମ ହୋଇଥିଲେ ହେଁ ଚାରୀକୋଟି ଓଡ଼ିଆଙ୍କ ପାଇଁ କଳାପାହାଡ଼ ଭାବେ ଗଣ୍ୟ ହେବ ।
କଳାପାହାଡ଼ ଓଡ଼ିଶା ମାଟିରେ ଜନ୍ମ ହୋଇ ମଧ୍ଯ ନିଜ ମାଟିର ଉନ୍ନତ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର ଦୁର୍ଗ ଆଦି ଭାଙ୍ଗି ଯାଇଥିଲା ।
ଏ ବିଚ୍ଛିନ୍ନବାଦୀ ମାନେ ମଧ୍ଯ ଗୋଟେ ଗୋଟେ କଳାପାହାଡ଼....
ଯେଉଁମାନେ ମାଟିକୁ ମାଆ ନ ଭାବି ପଣ୍ଯଦ୍ରବ୍ଯ ମନେକରି ତାକୁ ସ୍ବସ୍ବାର୍ଥ ପାଇଁ ବାଣ୍ଟ କରିବାକୁ ମନ ବଳେଇଛନ୍ତି ସେମାନେ କେବେ ବି ଓଡ଼ିଆ ନୁହଁନ୍ତି ।
ଏ ଜାତୀ ଶତୃ ମାନଙ୍କୁ ଖୋଜି ଖୋଜି ମାରିଦେଲେ ହିଁ ଭାଷା ତଥା ଦେଶର ମଙ୍ଗଳ ସମ୍ଭବପର ହୋଇପାରିବ.....
କୋଶଳ ନାଆଁରେ ଆମ ରାଜ୍ୟର କିଛି କୁକୁର ପ୍ରକୃତି ର ଲୋକ ବିଲୁଆଙ୍କ ଭଳି ରଡ଼ି ଛାଡୁଛନ୍ତି
ହେଲେ ସେ କୁକୁରିଆ ମାନେ ଯେତେ ଚାହିଁଲେ ବି ବିଲୁଆ ହୋଇପାରିବେନି .....
କୋକିଶିଆଳି ହେବାର ମଧ୍ଯ ତାଙ୍କ ଯୋଗ୍ୟତା ନାହିଁ .....
ସେମାନେ ନିଜକୁ କୋକି ଆଉ ବିଲୁଆ ଜାତିର କହି ଯେତେ ପ୍ରଚାର କଲେ ହେଁ ସତ ଲୁଚିଯିବନି କି ହଜି ଯିବନି
ସେମାନଙ୍କ କୁକୁରପଣିଆ ଏବେ ଚାରିଆଡ଼େ ଧରାପଡିଗଲାଣି.....

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...