Saturday, May 6, 2017

●ନିରୋଳା ଏ ରାତେ ଗାଏ କେ ମଧୁରେ....ଚହଲିଛି ଯା'ର ମନ ଗାଏ ସେ ଅଧୀରେ ●●●

ତଲତ୍ ମେହମୁଦ୍ ଏବଂ ମୀରା କପୁର୍ ଗାଇଥିବା ଏକ ପୁରୁଣା ଓଡି଼ଆ ଗୀତ
ଆଜି ୟୁଟ୍ଯୁବ୍ ରୁ ଶୁଣିଲି
ଗୀତଟି ଭଲ ଲାଗିଲା
ତେଣୂ ତାହାର lyrics ଏଠାରେ ପ୍ରକାଶିତ କରୁଅଛି ।

ତ●ନିରୋଳା ଏ ରାତେ ଗାଏ କେ ମଧୁରେ (2)
ମୀ●ଚହଲିଛି ଯା'ର ମନ ଗାଏ ସେ ଅଧୀରେ ( 2)

ତ●ଦୋହଲାଇ କାହା ମନ ....
ଦୋହଲାଇ କାହା ମନ
କରିନି ତ ଚୋରୀ
ମୀ●ମିଛେ ମିଛେ ରାତି ଅଧେ
"ଡାକେ ଘୂରୀ ଘୂରୀ"
ଡାକେ ଘୂରୀ ଘୂରୀ

ତ●ନିରୋଳା ଏ ରାତେ ଗାଏ କେ ମଧୁରେ
ମୀ●ଚହଲିଛି ଯା'ର ମନ ଗାଏ ସେ ଅଧୀରେ
ତ●ନିରୋଳା ଏ ରାତେ......

ତ●ସପନ ଭାଙ୍ଗି ସିନା ଡାକୁ ରହି ଦୂରେ ଦୂରେ
ତୋ ବିହୁନେ ମୋ ମରମେ
ଜଳେ ନିଆଁ ଧୀରେ ଧୀରେ

ମୀ●ସେ ନିଆଁରେ ଜଳିଛି ମୁଁ ତୋ ନାମ ଧରି ଅଧରେ (2)

ତ●ନିରୋଳା ଏ ରାତେ ଗାଏ କେ ମଧୁରେ
ମୀ●ଚହଲିଛି ଯା'ର ମନ ଗାଏ ସେ ଅଧୀରେ
ତ●ନିରୋଳା ଏ ରାତେ......

ତ●ଅପରାଧ ହେବ କିବା
ଦେଖାଦେଲେ ମୋତେ ଥରେ(2)
ଆସିପଛେ ଯିବୁ ଚାଲି ମିନତୀ
ରଖ ବାରେ

ମୀ●ପାଦେ ମୋ ସୁନା ଶିଙ୍କୁଳୀ
ଦୂରେ
ଥାଇ ତୋତେ ଝୁରେ ( 2)

ତ●ନିରୋଳା ଏ ରାତେ ଗାଏ କେ ମଧୁରେ
ମୀ●ଚହଲିଛି ଯା'ର ମନ ଗାଏ ସେ ଅଧୀରେ
ତ●ନିରୋଳା ଏ ରାତେ......

No comments:

Post a Comment

•ଲୁପ୍ତ ପ୍ରାଚୀନ ଓଡ଼ିଆ ଶବ୍ଦ ‘କଣୟ’: ସୁନାର ପ୍ରାକୃତ ନାମ ଏଵଂ ତହିଁର ସାହିତ୍ୟିକ ଯାତ୍ରା•

ଓଡ଼ିଆ ଭାଷାରେ ହଜାର ହଜାର ପ୍ରାଚୀନ ଓଡ଼ିଆ ଶବ୍ଦ କଥିତ, ଲିଖିତ ଓ ସାହିତ୍ୟିକ ଭାଷାରେ ପ୍ରୟୋଗ ନହୋଇ ଲୋପ ପାଇଯାଇଛି ।‌ ଆଜିର ଓଡ଼ିଆ ଲୋକେ ଏଭଳି ଲୁପ୍ତ ଶବ୍ଦ ଯେବେ ପ୍...