Tuesday, May 30, 2017

ମଇଗଛ

ମନେଅଛି ଛୋଟବେଳେ ଗୁଞ୍ଜୁରା ବା ଗୁଞ୍ଜର ପୋକ  ଏଇ ଗଛରୁ ଧରୁଥିଲେ .......
ଆମେ ସାଧାରଣତଃ ଓଡ଼ିଆରେ ମଇଗଛ କୁହନ୍ତି । ଏହା ମୂଳତଃ ଭାରତୀୟ ଭୂଭାଗରେ ସୃଷ୍ଟ ବୃକ୍ଷ ଚୀନରେ ମଧ୍ଯ ସହଜରେ ମିଳିଯାଏ ।
ମଇଗଛ ଏକ ପାର୍ବତୀୟ ଜଙ୍ଗଲି ଗଛ ।
ଇଂରାଜୀ ନାମ ●Odina wodier
ବୈଜ୍ଞାନିକ ନାମ ● Lannea coromandelica

ପାଦପ ପରିବାର ●Anacardiaceae
ଓଡ଼ିଆ ନାମ●ଜିଅଳ,ଜିଓଳ,ଇନ୍ଦ୍ରମୟୀ,ମଇ,କାଶିମୂଳା ଗଛ ଆଦି....

Anacrdiaceae ବୃକ୍ଷ ପରବାରର ଅର୍ଥାତ୍
ଆମ୍ବ,ଆମ୍ବଡା,କାଜୁ ଜାତୀୟ ଗଛ ହୋଇଥିବାରୁ
ଏହି ଗଛରୁ ମଧ୍ଯ ଅଠାଳିଆ ରସ ନିର୍ଗତ ହୋଇଥାଏ ।
ଓଡ଼ିଆ ଭଳି ହିନ୍ଦୀରେ ଏହାକୁ मोहीं କୁହାଯାଏ ଏବଂ ଗୁଜରାଟୀରେ માવૅડી....
କେଙ୍କଣୀରେ ମୋଇ.....

ମଇଗଛଟି Lannea ଜାତିର coromandelica ପ୍ରଜାତିର ଗଛ ।

ଏହି ଲାନ୍ନେୟା ଜାତିର ଅନ୍ଯ  କେତେକ ପ୍ରମୁଖ ପ୍ରଜାତିର ନାମୋଲ୍ଲେଖ ନିମ୍ନରେ କରାଯାଉଛି......

୧.Lannea acida A.Rich.

୨.Lannea alata (Engl.) Engl.

୩.Lannea ambacensis (Hiern) Engl.

୪.Lannea angolensis R.Fern. & Mendes

୫.Lannea antiscorbutica (Hiern) Engl.

୬.Lannea barteri (Oliv.) Engl.

Lannea coromLandelica (Houtt.) Merr.

Lannea discolor (Sond.) Engl.

Lannea edulis (Sond.) Engl.

Lannea fruticosa (Hochst. ex A. Rich.) Engl.

Lannea fulva (Engl.) Engl.

Lannea gossweileri Exell & Mendonça

Lannea humilis (Oliv.) Engl.

Lannea rubra (Hiern) Engl.

Lannea schimperi (Hochst. ex A.Rich.) Engl.

Lannea schweinfurthii (Engl.) Engl.

Lannea velutina A.Rich.

Lannea welwitschii (Hiern) Engl.

Possible synonyms of other species: [2]

Lannea transulta ( Balf.f .) Radcl.-Sm.

Lannea triphylla (syn. L. somalensis & L. cinerea )





No comments:

Post a Comment

ଓଡ଼ିଆ ଜାତିକୁ ଓଡ଼ ନାମ କିଏ ଦେଇଥିଲା ?

ଐତିହାସିକମାନେ ପ୍ରଥମେ ଲେଖିଲେ, ଓଡ଼ିଶାର ନାମକରଣ ପଠାଣ କରିଥିଲେ । ଅନେକ ଵର୍ଷ ଯାଏଁ ଏହି କଥାକୁ ଆନ ଲୋକେ ବି ଘୋଷିଲେ । ପ୍ରକୃତରେ କେତେକ ପ୍ରାଚୀନ ପାରସ୍ୟ ଵିଦ୍ଵାନ...