Tuesday, May 30, 2017

ମଇଗଛ

ମନେଅଛି ଛୋଟବେଳେ ଗୁଞ୍ଜୁରା ବା ଗୁଞ୍ଜର ପୋକ  ଏଇ ଗଛରୁ ଧରୁଥିଲେ .......
ଆମେ ସାଧାରଣତଃ ଓଡ଼ିଆରେ ମଇଗଛ କୁହନ୍ତି । ଏହା ମୂଳତଃ ଭାରତୀୟ ଭୂଭାଗରେ ସୃଷ୍ଟ ବୃକ୍ଷ ଚୀନରେ ମଧ୍ଯ ସହଜରେ ମିଳିଯାଏ ।
ମଇଗଛ ଏକ ପାର୍ବତୀୟ ଜଙ୍ଗଲି ଗଛ ।
ଇଂରାଜୀ ନାମ ●Odina wodier
ବୈଜ୍ଞାନିକ ନାମ ● Lannea coromandelica

ପାଦପ ପରିବାର ●Anacardiaceae
ଓଡ଼ିଆ ନାମ●ଜିଅଳ,ଜିଓଳ,ଇନ୍ଦ୍ରମୟୀ,ମଇ,କାଶିମୂଳା ଗଛ ଆଦି....

Anacrdiaceae ବୃକ୍ଷ ପରବାରର ଅର୍ଥାତ୍
ଆମ୍ବ,ଆମ୍ବଡା,କାଜୁ ଜାତୀୟ ଗଛ ହୋଇଥିବାରୁ
ଏହି ଗଛରୁ ମଧ୍ଯ ଅଠାଳିଆ ରସ ନିର୍ଗତ ହୋଇଥାଏ ।
ଓଡ଼ିଆ ଭଳି ହିନ୍ଦୀରେ ଏହାକୁ मोहीं କୁହାଯାଏ ଏବଂ ଗୁଜରାଟୀରେ માવૅડી....
କେଙ୍କଣୀରେ ମୋଇ.....

ମଇଗଛଟି Lannea ଜାତିର coromandelica ପ୍ରଜାତିର ଗଛ ।

ଏହି ଲାନ୍ନେୟା ଜାତିର ଅନ୍ଯ  କେତେକ ପ୍ରମୁଖ ପ୍ରଜାତିର ନାମୋଲ୍ଲେଖ ନିମ୍ନରେ କରାଯାଉଛି......

୧.Lannea acida A.Rich.

୨.Lannea alata (Engl.) Engl.

୩.Lannea ambacensis (Hiern) Engl.

୪.Lannea angolensis R.Fern. & Mendes

୫.Lannea antiscorbutica (Hiern) Engl.

୬.Lannea barteri (Oliv.) Engl.

Lannea coromLandelica (Houtt.) Merr.

Lannea discolor (Sond.) Engl.

Lannea edulis (Sond.) Engl.

Lannea fruticosa (Hochst. ex A. Rich.) Engl.

Lannea fulva (Engl.) Engl.

Lannea gossweileri Exell & Mendonça

Lannea humilis (Oliv.) Engl.

Lannea rubra (Hiern) Engl.

Lannea schimperi (Hochst. ex A.Rich.) Engl.

Lannea schweinfurthii (Engl.) Engl.

Lannea velutina A.Rich.

Lannea welwitschii (Hiern) Engl.

Possible synonyms of other species: [2]

Lannea transulta ( Balf.f .) Radcl.-Sm.

Lannea triphylla (syn. L. somalensis & L. cinerea )





No comments:

Post a Comment

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...