My Blog List

Sunday, August 7, 2016

ଜୟ ଜନ ଭାରତ

ଜୟ ଜନ ଭାରତ
ଜନ-ମନ ଅଭିମତ
ଜନ ଗଣତନ୍ତ୍ର ଵିଧାତା
ଜୟ ଗଣତନ୍ତ୍ର ବିଧାତା

ଗୌରବ ଭାଲ ହିମାଳୟ ଉଜ୍ଵଳ
ହୃଦୟ ହାର ଗଙ୍ଗା ଆଦି ନଦୀ ଜଳ

କଟି ବିନ୍ଧାଞ୍ଚଳ
ସିନ୍ଧୁ ଚରଣ ତଳ
ମହିମା ଶାଶ୍ଵତ ଗାଥା

ଜୟ ଜନ ଭାରତ ...

ସବୁଜ ଖେତେ ହସଇ ଶସ୍ୟ
ନଦ-ନିର୍ଝର ଜୀବନ ଶୋଭା
ଉର୍ବର ଵିଶ୍ଵ କର୍ମରତ କୋଟି ବାହୁକର
ଅଗଣିତ-ପଦ-ଧ୍ରୁବ ପଥ ପରେ

ଜୟ ଜନ ଭାରତ ..

.ପ୍ରଥମ ସଭ୍ୟତା ଜ୍ଞାତା
ସାମ ଧ୍ଵନିତ ଗୁଣ ଗାତା
ଜୟ ନବ ମାନବତା ନିର୍ମାତା
ସତ୍ୟ ଅହିଂସା ଦାତା

ଜୟ ହେ- ଜୟ ହେ-ଜୟ ହେ
ଶାନ୍ତି ଅଧିଷ୍ଠାତା
ଜୟ -ଜନ ଭାରତ...

ମୂଳ ରଚନା-ସୁମିତ୍ରା ନନ୍ଦନ ପନ୍ଥ୍

No comments:

Post a Comment