ଝିଅ ଟିଏ ଦେଖିଥିଲି
ହସି ଥିଲା ପ୍ରଥମ ଦେଖା ରେ !!!
ଖୁସି ହେଲି ଯା ହେଉ
ପରୀଟିଏ ମିଳିଗଲା
ବହୁ ଦିନ ପରେ !!!
ଧକ୍ ଧକ୍ ଛାତି କଲା
ମନ ମୋର କ୍ରେଜି ହେଲା
ପଡ଼ିଗଲି ମୁଁ ତା ପ୍ରେମରେ !!!
ଭାଇ ଜଣେ ଯାଉଥିଲେ
ସେ ମଧ୍ଧ ହସୁଥିଲେ
ପଚାରିଲି କି ହେଲା ଯେ
ହସୁଛନ୍ତି ଏତେ !!!
ନାହିଁ ଭାଇ କିଛି ନାହିଁ
ହସି ହସି କହିଲେ ସେ ଭାଇ
ତୁମ ପ୍ୟାଣ୍ଟ ର ଜୀପ୍ ଖୋଲା
ତାକୁ ଛାଡ଼ି ଏଆଡ଼ୁକୁ ଧ୍ୟାନ ଦିଅ ଥରେ
LOL :-D :-D :-D
ଟୋକା ଭାବିଥିଲା ଟୋକୀ ତାକୁ ପସନ୍ଦ କରୁଛି ତେଣୁ ହସୁଛି କିନ୍ତୁ ଟୋକି ତ ଟୋକା କୁ ଦେଖିକି ହସୁଛି
ଯେମିତି ଟୋକା ଟା ଟୋକା ନ ହୋଇ ମର୍କଟଟିଏ ତାକୁ ଲାଇନ ମାରୁଛି :-P
No comments:
Post a Comment