ହେ ମାତୃଭୂମି !
ଜୟ ହେଉ ତୋର
ବିଜୟ ହେଉ
.
ପ୍ରତ୍ୟେକ ଭକ୍ତ ତୋର,
ସଖ-ଶାନ୍ତି-କାନ୍ତିମୟ ହେଉ
ପ୍ରାଣପଣେ ଲଢ଼ୁ ସାହସୀ ହେଉ
.
ଏ ଘୋର ତମସା ରଜନୀ ନିଶା ରେ,
ଦୁଃଖପୂର୍ଣ ତୋର ପଥରୁ
ନବ ଏକ ପ୍ରଭାତ ର ଉଦୟ ହେଉ ।
ବିଶ୍ଵ ପାଇଁ କ୍ରୋଧ ତୋର ହୋଉ ମହାପ୍ରଳୟ
ତୋର ପ୍ରସନ୍ନତା ହିଁ ଆନନ୍ଦ ର ନବ ଵିଷୟ ହେଉ
ଏମିତି ଭକ୍ତି ଦେ ଭରି ଏ ହୃଦୟେ
କି
'ବିସ୍ମିଲ' ସୁଖେ ମଧ୍ଧ ତୋତେ ନ ଭୂଲୁ
ଦେ ଶକ୍ତି ଦେ ମାତା
ଦୁଃଖ ରେ
ଭିରୁ ଏ ହୃଦୟ ନ ହେଉ
ମୂଳ ରଚନା- ରାମପ୍ରସାଦ ବିସ୍ମିଲ
No comments:
Post a Comment