Friday, January 6, 2017

■■■■ସ୍ମୃତି■■■■

ବାକି ଜୀବନକୁ
ଲୋଡା ହୋଇଥାଏ
କିଛି ସ୍ମୃତି ,
ଖୁବ ସୁନ୍ଦର
ହୋଇଥାଏ ...

ଓଠ ଯେବେ ଚୁପ୍ ଥାଏ
ଲୋତକ ଯେ ଝରୁଥାଏ
କଥା ଯାକ ବହିଯାଏ
ସେ କ୍ଷଣ ସବୁ କହିଯାଏ

କୌଣସି ଏକ କ୍ଷଣରେ
ଆଖି ସ୍ଥିର ହୋଇଯାଏ
ପୁଣି ତାକୁ
ଖୋଜି ଖୋଜି
ଦିନକାଳ ସରିଯାଏ....

କେବେ ନଷ୍ଟ ନ ହେଉ
ଭଲ ଭଲ ସ୍ମୃତି
ଶେଷ ଦିନ ଯାଏଁ
ମନେ ରହୁ
ସପଥ ଏବଂ ସଦ୍ଇଚ୍ଛା କିଛି...

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...