କନ୍ତିଓ କଥା
"ଓଡ଼ିଆରେ ଓଡି଼ଆର କିଛି କଥା କିଛି ବ୍ଯଥା"
Sunday, February 17, 2019
ପ୍ରେମ ଓ ମୃତ୍ଯୁ
ଶୁଣିବ ଯେବେ ପ୍ରିୟା ଗୋ ମୋର ପ୍ରଣୟୀ ତବ ଜଗତେ ନାହିଁ,
ଆସିବ ମୋର ଭସ୍ମ ପାଶେ ଦେବ ହେ ତାରେ ଦେହର ଛାଇ ||
ପାରିବ ଯଦି ଭସ୍ମ ପରେ ପଦ୍ମପାଦ ଚାଲିବ ଧୀରେ,
ଜୀବନ ପୁଣି ଲଭିବି ସଖି,ନିଶ୍ଚୟ ମୁଁ ମରଣ-ତୀରେ ||
(ପ୍ରଣୟୀ କବି ମାୟାଧର ମାନସିଂହ)
कैप्शन जोड़ें
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment