"ଓଡ଼ିଆରେ ଓଡି଼ଆର କିଛି କଥା କିଛି ବ୍ଯଥା"
ଈର୍ଷ୍ୟୀ ଘୃଣୀ ନ ସନ୍ତୁଷ୍ଟଃ କ୍ରୋଧନୋ ନିତ୍ୟାଶଙ୍କିତଃ । ପରଭାଗ୍ୟୋପଜୀଵୀ ଚ ଷଡ଼ତେ ନିତ୍ୟଦୁଃଖିତାଃ ।।
“ଈର୍ଷା ଦ୍ଵେଷ ଘୃଣା କରିଲା ଜନ କ୍ରୋଧେ ଅସନ୍ତୋଷ ଯା’ର ମନ ସଦା ଶଙ୍କିତ ଯେ ଲୋକ ରୁହେ ପର ଭାଗ୍ୟ ବଳେ ଜୀଵନ ଚଳେ ସେମନ୍ତ ଵ୍ୟକ୍ତିର କପାଳ ଫଟା ଦୁଃଖ ସେ ଜୀଵନେ ଭୋଗଇ ସଦା”
No comments:
Post a Comment