ଉଇଲିୟମ୍ ହାର୍ବେ ଜଣେ ଜଣାଶୁଣା ଡ଼ାକ୍ତର ଥିଲେ ଏବଂ ଶରୀର ବିଜ୍ଞାନ ତାଙ୍କର ପ୍ରିୟ ବିଷୟ ଥିଲା । ଆମ ଶରୀର ରେ ରକ୍ତପ୍ରବାହ ହୁଏ ବୋଲି ପ୍ରଥମେ ସେ ମତଦେଇଥିଲେ ଏବଂ ଏ ବାବଦ ରେ ଗବେଷଣା ମଧ୍ୟ କରିଥିଲେ । ତାଙ୍କର ଗବେଷଣା କୁ ସେ ସମୟର ରୁଢ଼ିବାଦୀ ସମାଜ ସହଜରେ ଗ୍ରହଣ କରିପାରିନଥିଲା । ତାଙ୍କୁ ପାଗଳ,ନାସ୍ତିକ ଏବଂ ମୂର୍ଖ ଡ଼ାକ୍ତର କହି ପ୍ରଚାର କରାଯାଉଥିଲା । ଖ୍ରୀସ୍ଟିଅନ ଧର୍ମ ସମର୍ଥକ ତାଙ୍କ ବିରୋଧୀ ହୋଯାଇଥିଲେ କିନ୍ତୁ ହାର୍ବେ ଥିଲେ ସ୍ଥିତପ୍ରଜ୍ଞ । ଶେଷରେ ତାଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଇଁଲଣ୍ଡ ରେ ଏକ ଡ଼ାକ୍ତରଖାନା ନିର୍ମାଣ ହୋଇଥିଲା ଏବଂ 4 ବର୍ଷପରେ ତାଙ୍କ ଥିଓରୀ କୁ ରୁଢ଼ିବାଦୀ ସମାଜ ଦ୍ବାରା ଗ୍ରହଣ କରାଯାଇଥିଲା ।
Subscribe to:
Post Comments (Atom)
ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ
କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...
-
ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍...
-
ଵିଶ୍ଵରେ ଵର୍ତ୍ତମାନ ଭୀଷଣ କରୋନା ଵିପତ୍ତି ପଡି଼ଛି କିନ୍ତୁ ଏହା ମଧ୍ଯରେ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ଆଉଥରେ ଆଲୋଚନା ପର୍ଯ୍ୟ...
-
ବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟ ସମାଜ ରେ ହୋଇଥିଲା ଏକ ସାହିତ୍ୟ ଯୁଦ୍ଧ ଯାହା “ବୀଜୁଳୀ-ଇନ୍ଦ୍ରଧନୁ ସଂଘର୍ଷ” ନାମରେ ଜଣାଶୁଣା । ଗୋଟିଏ ପଟରେ ଥିଲେ କବିବର ରାଧାନାଥ ...
No comments:
Post a Comment