Thursday, August 20, 2020

ନ ଯା ସଜନୀ(ଚିରସବୁଜ ଚଳଚ୍ଚିତ୍ର ଗୀତ)

ପୁଅ—ନ ଯା ସଜନୀ ପାହିନି ରଜନୀ

ଝିଅ—ଦିଅ ମେଲାଣି ଲାଜେ ମୁଁ ମଲିଣି

ପୁଅ—ନ ଯା ସଜନୀ ପାହିନି ରଜନୀ

ଝିଅ—ଦିଅ ମେଲାଣି...

ଝି—ଆ ଆ ଆ ଆ ଆ ଆ ଆ ଆ...
ପୁଅ/ଝିଅ—ଆ ଆ ଆ ଆ ଆ ଆ ଆ ଆ...

ଝିଅ—ରାତି କଳା ଅନ୍ଧାର

ପୁଅ—ଚନ୍ଦ୍ରକଳା ତୁ ମୋର

ଝିଅ—ସହିବି ସତେ ନିନ୍ଦାକୁ

ପୁଅ—କାହିଁ ଗୋ ଡରୁ ପ୍ରୀତିକୁ

ଝିଅ—ଛାଡ଼  ବାଟ ଛାଡ଼ ଛଇଳମଣୀ...

ପୁଅ—ନ ଯା ନ ଯା..
ନ ଯା ସଜନୀ ପାହିନି ରଜନୀ
ଝିଅ—ଦିଅ ମେଲାଣି
ପୁଅ—ନ ଯା ସଜନୀ

ପୁଅ—ଆହା ମୋ ହୃଦ ଚନ୍ଦନ
ଝିଅ—ଖୋଲ ଗୋ ବାହୁ ବନ୍ଧନ

ପୁଅ—ନକର ମନା ମାନିନୀ
ଝିଅ—ବଳାନା ବେଳ ଗଲାଣି
ପୁଅ—ରଖ ମାଗୁଣି ମୋ ରମଣୀମଣି

ଝିଅ—ଦିଅ ମେଲାଣି ଲାଜେ ମୁଁ ମଲିଣି
ପୁଅ—ନ ଯା ସଜନୀ
ଝିଅ—ଦିଅ ମେଲାଣି
ପୁଅ—ନ ଯା ସଜନୀ...

ସମାପ୍ତ...

No comments:

Post a Comment

ଇଣ୍ଡିଆନ୍ ଏୟାରଲାଇନ୍ସ ଫ୍ଲାଇଟ୍ ଆଇସି ୪୧୦ର ଅପହରଣ କେମିତି ହୋଇଥିଲା ?

୧୯୭୮ ମସିହା ଡିସେମ୍ଵର ୨୦ ତାରିଖ। ଭାରତରେ ରାଜନୈତିକ ପରିସ୍ଥିତି ଅତ୍ୟନ୍ତ ଅସ୍ଥିର ଥିଲା। କେନ୍ଦ୍ରରେ ମୋରାରଜୀ ଦେସାଇଙ୍କ ନେତୃତ୍ୱାଧୀନ ଜନତା ପାର୍ଟି ସରକାର କ୍ଷମତା...