Tuesday, July 3, 2018

●ପ ଵର୍ଣ୍ଣ ଆମକୁ କଣ୍ କହେ●


“ପ” ଵର୍ଣ୍ଣଟି ଆମ ମାନଙ୍କର ଅତିପ୍ରିୟ ପୁଣି ଏହି ପ ଵର୍ଣ୍ଣ ପଛରେ ଆମେ ମୃତ୍ୟୁ ପର୍ଯ୍ୟନ୍ତ ଦୌଡୁ଼ଥାନ୍ତି ....

ଯାହା ମିଳେ ତାହା ‛ପ' ରୁ,
ଯାହା ନ ମିଳେ ତା'ର ନାଆଁ ଵି ‛ପ’ ଵର୍ଣ୍ଣ ରୁ ଆରମ୍ଭ ହୋଇଥାଏ  ...

■ପ👴ପତି
■ପ👩ପତ୍ନୀ
■ପ🏃ପିଲା
■ପ👦ପୁତ୍ର
■ପ👧ପୁତ୍ରୀ
■ପ👪ପରିଵାର
■ପ💞ପ୍ରେମ
■ପ💰ପଇସା
■ପ💺ପଦ
■ପ🚨ପ୍ରତିଷ୍ଠା
■ପ👏 ପ୍ରଶଂସା
■ପ💘ପ୍ରେମ
■ପ📋ପରୀକ୍ଷା
■ପ🎩ପ୍ରଶିଦ୍ଧି

             
ଏହି ସବୁ ପ ପଛରେ ପଡି଼ ଆମମାନେ ପ ରୁ ପାପ ଵି କରନ୍ତି ।
ତତ୍ ପରେ ଆମର ପ ରୁ ପତନ ହୁଏ

ଏଵଂ ଅନ୍ତତଃ ଶେଷରେ ବଞ୍ଚିଯାଏ କେଵଳ ପଶ୍ଚାତାପ

*ପାପ ରୂପୀ ସମସ୍ତ ପ ପଛରେ ପଡି଼ବା ଅପେକ୍ଷା ଯଦି ଜୀଵ ପ ରୁ ‛ପରମାତ୍ମା’ ‛ପରମେଶ୍ବର’ଙ୍କ ପଛରେ ପଡି଼ଯାନ୍ତା ତାହାଲେ ତାକୁ ପ ରୁ ‛ପରମଗତି’ ପ୍ରାପ୍ତି ପୂର୍ଵକ ‛ପୁଣ୍ୟାତ୍ମା’ ହୁଅନ୍ତା ।

          ‛ଶେଷରେ ପ ରୁ ପ୍ରଣାମ’
                  🙏🙏🙏

No comments:

Post a Comment

"ଟର୍କୀ ପକ୍ଷୀର ନାମକରଣ: ଭାରତ, ପେରୁ ଓ ତୁର୍କୀର ଐତିହାସିକ ସଂଯୋଗ"

Hindi କହିଲେ ଆମେ ଭାରତର ଏକ ଜଣାଶୁଣା ରାଜଭାଷାକୁ ବୁଝନ୍ତି କିନ୍ତୁ ଉତ୍ତର ଆଫ୍ରିକାର ସ୍ଵାହିଲି ଭାଷାରେ ମକାକୁ Hindi କୁହନ୍ତି(ବହୁଵଚନରେ Mahindi କୁହାଯାଏ ।) । ସ...