Thursday, January 25, 2018

●ବୀଜା ଭୀଜା ଵୀଜା●

ମୁଁ ଥରେ(2009 ପାଖାପାଖି)  visa ଶବ୍ଦ କୁ ହିନ୍ଦୀ ଶୈଳୀ ରେ ଵିଜା(वीजा) ଉଚ୍ଚାରଣ କରି କହିଲି ବୋଲି ଏକ ଭିନ୍ନ ଜିଲ୍ଲାର ଦଶଜଣ ଓଡ଼ିଆଙ୍କ ସମ୍ମୁଖରେ
ଅପଦସ୍ତ ହୋଇଥିଲି(ସେତେବେଳେ ମୁଁ ହିନ୍ଦୀ ରେ ହିଁ ଲେଖାଲୁଖି କରୁଥିଲି)
ସେ ମହାଶୟ
ସମସ୍ତଙ୍କ ସମ୍ମୁଖରେ କହିଲେ
ବୀଜା ମାନେ କ’ଣ ?
ମୁଁ ବୁଝାଇଦେଲାରୁ
ସେ ଓଲଟା ମୋତେ କହିଲେ
ହଇରେ ଟୋକା
ଏଟା ତ ଭିଜା ତୁ
ଵୀଜା କେମନ୍ତେ କହୁଛୁ କିରେ
ଵୀଜା ମାନେ ଆମ ଆଡେ ସ୍ତ୍ରୀ ଆଭ୍ୟନ୍ତରୀଣ ଗୁପ୍ତାଙ୍ଗ ଜାଣିଛୁ .....😂😂😂😂

ଏ କଥା ମନେ ପଡି଼ଲେ
ଆଜି ବି ଆପେ ଆପେ ତାଙ୍କ ପାଇଁ ମୋ ହାତ ଶ୍ରଦ୍ଧାରେ ଉପରକୁ ଉଠିଯାଏ 😀😀

ଆଜି ଅନେକ ଵର୍ଷ ପରେ ଵର୍ଗୀୟ ବ ଓ ଅଵର୍ଗୀୟ ଵ କୁ ନେଇ ଯେତେବେଳେ
ଆଧୁନିକ ଓଡ଼ିଆ ଭାଷାପ୍ରେମୀ
ଜାଗ୍ରତ ହେଲେଣି
ସେଦିନର ସେକଥା ମନେ ପଡି଼ଲେ
ଯେତିକି ହସ ଲାଗେ
ନିଜ ଭାଷାରୁ ଏକ ଅକ୍ଷର ଲୁପ୍ତ ହୋଇଯାଇଥିଵା
ମନେ ପଡି଼ଲେ ସେତିକି ଦୁଃଖ ମଧ୍ୟ ଲାଗେ...

No comments:

Post a Comment

କୁକର୍ମର ଫଳ: ଇତିହାସର ବୁମେରାଂ

ବଙ୍ଗାଳୀଙ୍କ ଗୁଣ ହେଲା ସେମାନେ ମଙ୍ଗଳଗ୍ରହରେ ଯାଇ ହଜାରେ ଵର୍ଷ ରହିଲେ ବି ନିଜକୁ ବଙ୍ଗାଳୀ ହିଁ ପରିଚୟ ଦେବେ । ଓଡ଼ିଆଙ୍କ ଗୁଣ ହେଲା ସେମାନେ ଯୋଉଠିକୁ ଯିବେ ସେଠାକାର ...