Friday, September 2, 2016

ସତ କହନା କହନା

ଦର୍ପଣ ତୁ କହନା କହନା ସତ ଜମା
କିଛି ଲୋକ
ନିଜ ଚେହେରା ଦେଖି ଡରି ଯାଆନ୍ତି.........

ବଞ୍ଚିଛନ୍ତି ଯଦି
ବଞ୍ଚନ୍ତୁ ମିଥ୍ୟାଭିମାନେ
ସତ କହି କହି ତାଙ୍କୁ
ନ ମାରୁ କେହି.............

ସତ ଯେ ଜହର
ଜଳାଏ ହୃଦୟ
କଳିଯୁଗେ ଅଲୋଡା ସେହି

ଖଚମିଛ କହି ଦୁନିଆ ଜିଣିଯା ତୁ
କହନା କହନା ସତ
ଆତ୍ମା ବିବେକ ଗୋଲାମ  ହୋଇ...........

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...