1.ସୂର୍ଯ୍ୟ ଚନ୍ଦ୍ର ଠାରୁ 400 ଗୁଣ ବଡ଼ କିନ୍ତୁ ଚନ୍ଦ୍ର ଆପେକ୍ଷା ପୃଥିବୀ ଠାରୁ 400 ଗୁଣ ଅଧିକ ଦୂରରେ ଥିବାରୁ ଚନ୍ଦ୍ର ଓ ସୂର୍ଯ୍ୟ ଏକ ଆକାର ଵିଶିଷ୍ଟ ଜଣାପଡ଼ନ୍ତି ।
2. ବୃହସ୍ପତି ର ଗୋଟିଏ ଦିନ ପୃଥିବୀର ଗୋଟାଏ ଵର୍ଷ ଠାରୁ ମଧ୍ୟ ବଡ଼
3. ଯଦି ଆପଣ ଚନ୍ଦ୍ର ପୃଷ୍ଠରେ ଅଵତରଣ କରି ସେଠାରେ ଆପଣଙ୍କ ପାଦ ପଟାଅନ୍ତି ତେବେ ଆପଣଙ୍କର ପାଦ ଚିହ୍ନ ସେଠି ବହୁତ ଵର୍ଷ ଯାଏଁ ରହିଯିବ ,ଲିଭିବ ନାହିଁ ।
4. ସୂର୍ଯ୍ୟ ଠାରୁ ପୃଥିବୀକୁ ମିଳୁଥିବା ଆଲୋକର
ବିଲିୟନ ଭାଗର ଏକ ଭାଗରୁ ମାତ୍ର ଅଧାଭାଗ ହିଁ ପୃଥିବୀ ପୃଷ୍ଠରେ ପହଞ୍ଚି ପାରେ
No comments:
Post a Comment