Wednesday, May 30, 2018

ଜୟ ଜୟ ଜୟ ପ୍ରିୟ ଭାରତ

ଜୟ ଜୟ ଜୟ ପ୍ରିୟ ଭାରତ ଜନୟେ ତ୍ରୀଦିଵ୍ୟଧାତ୍ରୀ -2
ଜୟ ଜୟ ଜୟ ଶତ ସହସ୍ର ନରନାରୀ
ହୃଦୟନେତ୍ରୀ- 2

ଜୟ ଜୟ ଜୟ ପ୍ରିୟ ଭାରତ ଜନୟେ ତ୍ରୀଦିଵ୍ୟଧାତ୍ରୀ-1

ଜୟ ଜୟ ଶସ୍ୟଶ୍ୟାମଳ
ସୁଶ୍ୟାମଚଳଚଳାଞ୍ଚଳ-2
ଜୟ ଵସନ୍ତ କୁସୁମ ଲତା ଚଳିତ ଲଳିତ
ଚୂର୍ଣ୍ଣ କୁନ୍ତଳ-1

ଜୟ ମଦୀୟ ହୃଦୟାଶୟ ଲାକ୍ଷାଋଣ
ପଦ ଯୁଗଳ

-ଜୟ ଜୟ ଜୟ ପ୍ରିୟ ଭାରତ ଜନୟେ ତ୍ରୀଦିଵ୍ୟଧାତ୍ରୀ

ଜୟ ଦିଶାନ୍ତ ଗତସକୁନ୍ତ ଦିଵ୍ୟ ଗାନ କରି ତୋଷଣ-2
ଜୟ ଗାୟକ ଵୈକାଳିକ ଗଳା ଵିଷାଳ ପଟ୍ଟ ଵିହରଣ
ଜୟ ମଦୀୟ ମଧୁରଗେୟ ଚୁମ୍ଵିତ ସୁନ୍ଦର ଚରଣ
-ଜୟ ଜୟ ଜୟ ପ୍ରିୟ ଭାରତ ଜନୟେ ତ୍ରୀଦିଵ୍ୟଧାତ୍ରୀ -2
ଜୟ ଜୟ ଜୟ ଶତ ସହସ୍ର ନରନାରୀ
ହୃଦୟନେତ୍ରୀ
ଜୟ ଜୟ ଜୟ ପ୍ରିୟ ଭାରତ ଜନୟେ ତ୍ରୀଦିଵ୍ୟଧାତ୍ରୀ


★ମୂଳ ରଚନା-ଦେବୁଳପଲ୍ଲୀ ଭେଙ୍କଟ କୃଷ୍ଣଶାସ୍ତ୍ରୀ★

No comments:

Post a Comment

“ଗ୍ରାହାମ ଗ୍ରୀନ୍ ଓ ଆର୍.କେ. ନାରାୟଣ: ଏକ ଅଦ୍ଭୁତ ସାହିତ୍ୟିକ ସଂଯୋଗ”

1930 ମସିହା କଥା। ସେତେବେଳେ ରସିପୂରମ ନାମରେ ଜଣେ ଭାରତୀୟ ଛାତ୍ର ମହୀଶୂରର ମହାରାଜା କଲେଜରେ ପାଠ ପଢ଼ୁଥିଵାବେଳେ  ଇଂରାଜୀ ଭାଷାରେ କାହାଣୀ ଲେଖୁଥିଲେ। ଇଂରାଜୀ ଭାଷାର...