ଅଜ୍ଞାନତା ର ତମ
ଆଜି ଯାହାଙ୍କ ହେତୁ
ଜ୍ଞାନାଲୋକେ ଆଲୋକିତ,
ଏ ଅଙ୍ଗୁଷ୍ଟି ଗୁଡ଼ିକୁ ଯେ ଦିନେ
ତା'ର ଅଧିକାର ର
କଲମ ଧରାଇଥିଲେ
ଆଜ ସେହି ଗୁରୁଦେବଙ୍କୁ
କରି ଯେ ସ୍ମରଣ
ତାଙ୍କ ପାଦ ପଦ୍ମେ
ଆମ ଶତଶତ ନମନ !
ଜ୍ଞାନ ପ୍ରଦାତା ରାଷ୍ଟ୍ରଵିଧାତା ଗୁରୁ
ତାଙ୍କ ଯୋଗୁଁ ଦେଶ ସମାଜ ର
ବଢ଼ିଅଛି ଧନ ମାନ ସମ୍ମାନ
ଈଶ୍ଵର ଙ୍କ ଅଵତାର ଶିକ୍ଷକ,
ଯେ ମୂକ ର କଣ୍ଠ କୁ
ଦେଇଥିଲେ ଶବ୍ଦର ସମ୍ଭାର
ସବୁଠୁଁ ବଡ଼ ଜ୍ଞାନ ଧନ ଦେଇ,
ନିର୍ଧନ କୁ ମଧ୍ୟ ଯେ କରିଛନ୍ତି ଧନୀ
ମାନବ କରି ଗଢ଼ିତୋଳି ଯେ ଥିଲେ
ପାଦେ ପାଦେ ପଥପଦର୍ଶକ
ଭୂଲଚୁକ କ୍ଷମା କରି ଯେ
କରିଥିଲେ ଆହ୍ଵାନ
ଯାଅ ପୁନଃ ଚୈଷ୍ଟା କର
ଯାହାଙ୍କ ଆଶିର୍ଵାଦ ରେ ରହିଥାଏ
ସର୍ଵ ଦେଵତା ଙ୍କ ଶକ୍ତି
ଜ୍ଞାନ ପ୍ରଦାତା ରାଷ୍ଟ୍ର ଵିଧାତା
ସେହି ଗୁରୁ ଙ୍କ ପୟରେ
ପୁଣ ଶହସ୍ର ପ୍ରଣାମ !!
ଯେ ସିଖାଇଛନ୍ତି
ଲେଖିବା ପଢ଼ିବା
ସତ ମାର୍ଗ ପରେ ଚାଲିବା
ସିଖାଇଛନ୍ତି ଜୀଵନ ର,
ଦୁଃସ୍ତ କ୍ଷଣରେ ମଧ୍ୟ ହସିବା
ଯା ଙ୍କ ଯୋଗୁଁ
ତାଙ୍କ ଶିଷ୍ୟ ଆଜ ସଫଳ
ଜ୍ଞାନ ପ୍ରଦାତା ରାଷ୍ଟ୍ର ଵିଧାତା
ସେହି ଆଚାର୍ଯ୍ୟ ଙ୍କ ହେଉଥାଉ
ଚର୍ତୁଦିଗେ ବନ୍ଦନ....--
ମୂଳରଚନା : ଶ୍ରୀକାନ୍ତ ମିଶ୍ରା 'ଅଂଜାନ [ହିନ୍ଦୀ]
Subscribe to:
Post Comments (Atom)
ମଣିଷମାନଙ୍କ ଭାଗ୍ଯ ଉପରେ ନକ୍ଷତ୍ରଗୁଡ଼ିକର ପ୍ରଭାଵ ପଡ଼େ କି ?
ରାତିର ଆକାଶରେ ଝଲସି ଉଠୁଥିଵା ତାରାଗୁଡ଼ିକ ସଦା ସର୍ଵଦା ମାନଵ ମନକୁ ଆକର୍ଷିତ କରିଆସିଛନ୍ତି। ଅନେକ ମଣିଷ ଵିଶେଷତଃ ବାଳକ ବାଳିକାମାନେ ରାତି ଆକାଶକୁ ଦେଖିଲେ ତାରା ଗଣି...
-
ଵିଶ୍ଵରେ ଵର୍ତ୍ତମାନ ଭୀଷଣ କରୋନା ଵିପତ୍ତି ପଡି଼ଛି କିନ୍ତୁ ଏହା ମଧ୍ଯରେ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ଆଉଥରେ ଆଲୋଚନା ପର୍ଯ୍ୟ...
-
ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍...
-
ବିଶେଷ୍ୟ, ବିଶେଷଣ ଓ ସର୍ବନାମ ଶବ୍ଦ ମାନଙ୍କ ପରେ ବିଶେଷ ବିଶେଷ ଅର୍ଥରେ ଯେଉଁ ପ୍ରତ୍ୟୟମାନ ଯୋଗକରାଯାଇ ନୂତନ ଶବ୍ଦ ଗଠିତ ହୁଏ ସେଭଳି ବ୍ୟାକରଣଗତ ନିୟମକୁ ତଦ୍ଧିତ କୁ...
No comments:
Post a Comment