ପ୍ରତି ବରଶ ଆସଇ ହୋଲି
ରଙ୍ଗ ର ପର୍ବ ଚୋଖ୍ଖା
ଚୁନରୀ ଏଠି, ସେଠି ପିଚକାରୀ,
ଗାଲ ଭାଲରେ କୁମକୁମ ଛିଟା
ଲାଲ-ଲାଲ ଯେତେ ହୁଅନ୍ତି କଳା
ଗୋରା ବଦନ ହଳଦି ନେଳି,
ମୋ ଦେଶ ଟା ବଡ଼ ଗର୍ଵୀଲା,
ରୀତି-ରସମ-ଋତୁ ରଙ୍ଗ-ରଙ୍ଗିଲା,
ନୀଳ ନଭ ରେ ବାଦଲ କଳା,
ସବୁଜ ଖେତେ ପିତ୍ତ ରଙ୍ଗର ଛଟା !
ମୂଳ ରଚନା - ଗୋପାଲ ସିଂହ ନେପାଲୀ [ହିନ୍ଦୀ]
No comments:
Post a Comment