Saturday, May 16, 2020

କେହି ବି ନୁହେଁ ଏଠି ସର୍ଵଜ୍ଞ

ସର୍ଵ ସର୍ଵଂ ନଜାନାତି ସର୍ଵଜ୍ଞାେ ନାସ୍ତି କଶ୍ଚନ ।
ନୈକତ୍ର ପରିନିଷ୍ଠାସ୍ତି ଜ୍ଞାନସ୍ଯ ପୁରୂଷେ କ୍ଵଚିତ୍ ।।(ମହାଭାରତ)


"ସରଵେ ସରଵ ଜାଣିନଥାନ୍ତି

                          ନାହିଁ ଯେ କେହି ସର୍ଵଜ୍ଞ,

ସମ୍ପୂର୍ଣ୍ଣ ଜ୍ଞାନ କା ଆୟତ୍ତେ ଥିଵ

                             ଏମନ୍ତ ନାଇଁ କେ ଵିଜ୍ଞ"


ମହାଭାରତର "ନଳଦମୟନ୍ତୀ ଉପାଖ୍ୟାନ"ରେ ଆମେ ଏହି ଶ୍ଲୋକଟି ପାଇଥାଉ ।

ଏଥିରେ ସ୍ପଷ୍ଟ ଭାଵେ କୁହାଯାଇଛି ଯେ ସଂସାରରେ ଏମିତି କେହି ବି ନାହିଁ ଯେ ସର୍ଵଜ୍ଞ ହୋଇଥିଵ କି କେହି ବି ସମ୍ପୂର୍ଣ୍ଣ ଜ୍ଞାନ ଉପରେ ଆୟତ୍ତ କଲା ଭଳି ଆଜିଯାଏଁ ଜନ୍ମ ହୋଇନାହିଁ

No comments:

Post a Comment

•ଯେତେବେଳେ DNA ମିଛ କହେ : ମାନଵ ଚିମେରାର ରହସ୍ୟ•

୧୯୯୮ ମସିହା ଶରତ ଋତୁ ସମୟରେ ବୋଷ୍ଟନ୍ ସହରର ଘଟଣା । ପଚାଶ ଵର୍ଷୀୟା ଜଣେ ସାଧାରଣ ଗୃହିଣୀ Karen Keegan ହଠାତ୍ ଅସୁସ୍ଥ ହୋଇ ପଡ଼ିଲେ। ତାଙ୍କ ଯକୃତ ଧୀରେ ଧୀରେ କାମ କ...